ନୂଆଦିଲ୍ଲୀ: ଆଜି ଟୋକିଓ ପାରାଲିମ୍ପିଆନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ପାରାଅଲିମ୍ପିଆନର ସମସ୍ତ ମେଡାଲ ବିଜେତାଙ୍କ ସହ ପୂର୍ବାହ୍ନ 11 ରେ ମୋଦି ଭାବ ଆଦାନ ପ୍ରଦାନ କରିବେ ବୋଲି ଜଣାପଡିଛି ।
ତେବେ କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ଟୋକିଓ ଅଲିମ୍ପିଆନ ବିଜେତାଙ୍କ ସହ ଏକ ଆଲୋଚନା କରିଥିଲେ । ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୋକିଓ ଯାତ୍ରା ବିବରଣୀ ବାବଦରେ ସିଧା ସଳଖ ଆଲୋଚନା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ