ETV Bharat / sports

ୱିମ୍ବଲଡନ ଚମ୍ପିଆନ ସିମୋନା ହେଲେପ କୋରୋନା ପଜିଟିଭ - କୋଭିଡ-19 ପଜିଟିଭ

ବିଶ୍ବ ଟେନିସ ମହିଳା ଏକକ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ସିମୋନା ହେଲେପ ମହାମାରୀ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି ।

Wimbledon champion Simona Halep tests corona positive
ୱିମ୍ବଲଡନ ଚମ୍ପିଆନ ସିମୋନା ହେଲେପ କୋରୋନା ପଜିଟିଭ
author img

By

Published : Oct 31, 2020, 8:21 PM IST

ହାଇଦ୍ରାବାଦ: ବିଶ୍ବ ଟେନିସ ମହିଳା ଏକକ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ସିମୋନା ହେଲେପ ମହାମାରୀ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି । ରୋମାନିଆ ଟେନିସ ଷ୍ଟାର ସିମୋନାଙ୍କ ଠାରେ କୋଭିଡ-19ର ସାମାନ୍ୟ ଲକ୍ଷଣ ରହିଥିଲା । ତେବେ ସେ ସୁସ୍ଥ ହେଉଥିବା ଜଣାପଡିଛି ।

29 ବର୍ଷୀୟା ସିମୋନା ଟ୍ବିଟ ଯୋଗେଁ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି । ଏଥିସହ ସେଲ୍ଫ-ଆଇସୋଲେସନରେ ଥିବା କହିଛନ୍ତି ।

  • Hi everyone, I wanted to let you know that I tested positive for COVID-19. I am self-isolating at home and am recovering well from mild symptoms. I feel good... we will get through this together 🤗💪

    — Simona Halep (@Simona_Halep) October 31, 2020 " class="align-text-top noRightClick twitterSection" data=" ">

କୋରୋନା ଭାଇରସ ମହାମାରୀ କାରଣରୁ ସୁରକ୍ଷା ଦୃଷ୍ଟିକୋଣରୁ ଚଳିତ ବର୍ଷ ୟୁଏସ ଓପନ ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିଲେ ।

ସିମୋନା ହେଲେପ 2018 ଫ୍ରେଞ୍ଚ ଓପନ ଓ ୱିମ୍ବଲଡନ ଡିଫେଣ୍ଡିଂ ଚମ୍ପିଆନ ରହିଛନ୍ତି ।

ଅଷ୍ଟ୍ରିଆରେ ନଭେମ୍ବର 9ରୁ ମହିଳା WTA ଟୁର ସୂଚୀ ଆରମ୍ଭ ହେବାର ଥିଲା । ମାତ୍ର ଫ୍ରେଞ୍ଚ ଓପନ ପରାଜୟ ସହ ସିମୋନାଙ୍କ ବର୍ଷ 2020ର ସିଜିନ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.