ରୋମ: ସେରେନା ୱିଲିୟମ୍ସ ଆହାତ କାରଣରୁ ଇଟାଲିୟନ ଓପନରୁ ନିଜ ନାଁ ପ୍ରତ୍ୟାହାର କରିଛନ୍ତି । ଟୁର୍ଣ୍ଣାମେଣ୍ଟର ଆୟୋଜକ ଗତ ଶନିବାର ଏହାର ସୂଚନା ଦେଇଛନ୍ତି ।
ୟୁଏସ ଓପନରେ ସେ ଆହତ ହୋଇଥିଲେ ଓ ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲରେ ପରାସ୍ତ ହୋଇ ଫାଇନାଲରୁ ବାଦ ପଡିଥିଲେ ।
-
.@serenawilliams has withdrawn from the @InteBNLdItalia.
— wta (@WTA) September 12, 2020 " class="align-text-top noRightClick twitterSection" data="
An achilles injury forcing the 23-time Grand Slam champion out of the upcoming Rome tournament. —> https://t.co/EmVWqR6VVm pic.twitter.com/A06itptUkG
">.@serenawilliams has withdrawn from the @InteBNLdItalia.
— wta (@WTA) September 12, 2020
An achilles injury forcing the 23-time Grand Slam champion out of the upcoming Rome tournament. —> https://t.co/EmVWqR6VVm pic.twitter.com/A06itptUkG.@serenawilliams has withdrawn from the @InteBNLdItalia.
— wta (@WTA) September 12, 2020
An achilles injury forcing the 23-time Grand Slam champion out of the upcoming Rome tournament. —> https://t.co/EmVWqR6VVm pic.twitter.com/A06itptUkG
ଇଟାଲିୟନ ଓପନର ଆୟୋଜକ କହିଛନ୍ତି ଯେ, ସେରେନା ୱିଲିୟମ୍ସ ଆହତ କାରଣରୁ ଇଟାଲିୟନ ଓପନରୁ ଓହରି ଯାଇଛନ୍ତି । ସୋମବାର ବିନା ଦର୍ଶକରେ ଫୋରୋ ଇଟାଲିକରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।
ଏନେଇ ୱିଲିୟମ୍ସ କହିଛନ୍ତି ଯେ, ଆହତ କାରଣରୁ ମୁଁ ନାଁ ଫେରେଇ ନେଇଛି । ଏଥିପାଇଁ ବହୁତ ଦୁଃଖିତ । ରୋମରେ ମୋର ପ୍ରଶଂସକ ମୋର ସମର୍ଥନ କରିବେ । ମୁଁ ଚେଷ୍ଟା କରୁଛି ଯଥା ଶୀଘ୍ର ସୁସ୍ଥ ହୋଇ ଫେରିବି ।