ETV Bharat / sports

ଫ୍ରେଞ୍ଚ ଓପନ ବିଜୟ ମୂହୂର୍ତ୍ତ ଅବିସ୍ମରଣୀୟ: ସିମୋନା ହେଲେପ - Simona Halep French Open title

ପ୍ରଥମ ଫ୍ରେଞ୍ଚ ଓପନ ଟାଇଟେଲ ବିଜୟର ସ୍ମୃତିଚାରଣ କରିଛନ୍ତି ରୋମାନିଆ ଟେନିସ ଷ୍ଟାର ସିମୋନା ହେଲେପ । ଦୁଇ ବର୍ଷତଳର ସେହି ବିଜୟ ମୂହୂର୍ତ୍ତକୁ ସେ କଦାପି ଭୁଲିପାରିବେ ନାହିଁ ବୋଲି ସେ କହିଛନ୍ତି ।

Will never forget it: Simona Halep recalls maiden French Open title triumph
ଫ୍ରେଞ୍ଚ ଓପନ ବିଜୟ ମୂହୂର୍ତ୍ତ ଅବିସ୍ମରଣୀୟ: ସିମୋନା ହେଲେପ
author img

By

Published : Jun 7, 2020, 1:14 PM IST

ହାଇଦ୍ରାବାଦ: ପ୍ରଥମ ଫ୍ରେଞ୍ଚ ଓପନ ଟାଇଟେଲ ବିଜୟର ସ୍ମୃତିଚାରଣ କରିଛନ୍ତି ରୋମାନିଆ ଟେନିସ ଷ୍ଟାର ସିମୋନା ହେଲେପ । ଦୁଇ ବର୍ଷତଳର ସେହି ବିଜୟ ମୂହୂର୍ତ୍ତକୁ ସେ କଦାପି ଭୁଲିପାରିବେ ନାହିଁ ବୋଲି କହିଛନ୍ତି ।

Will never forget it: Simona Halep recalls maiden French Open title triumph
ଫ୍ରେଞ୍ଚ ଓପନ ବିଜୟ ମୂହୂର୍ତ୍ତ ଅବିସ୍ମରଣୀୟ: ସିମୋନା ହେଲେପ

28 ବର୍ଷିୟା ବିଶ୍ବ ଟେନିସ ମାନ୍ୟତାର 2ୟ ସ୍ଥାନରେ ଥିବା ସିମୋନା ହେଲେପ, ଏହି ସଫଳତାର ଶ୍ରେୟ ନିଜ କୋଚ ଡାରେନ କାହିଲଙ୍କୁ ଦେଇଛନ୍ତି । ସମସ୍ତ ସହଯୋଗ ଓ ଉପଯୋଗୀ ପରାମର୍ଶ ପାଇଁ କୋଚଙ୍କୁ ଟ୍ବିଟ ଯୋଗେଁ ଧନ୍ୟବାଦ ଜଣାଇଛନ୍ତି ।

ଫ୍ରେଞ୍ଚ ଓପନ ମହିଳା ଏକକ ବର୍ଗ ଫାଇନାଲ ମୁକାବିଲାରେ ଆମେରିକାର ସ୍ଳୋନେ ଷ୍ଟିଫେନଙ୍କୁ ହରାଇ, ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଟେକିଥିଲେ ସିମୋନା । ତେବେ ଏହି ବିଜୟ ପୂର୍ବରୁ 3ଟି ମେଗା ଇଭେଣ୍ଟର ଫାଇନାଲ ମୁକାବିଲାରେ ତାଙ୍କୁ ପରାସ୍ତ ହେବାକୁ ପଡିଥିଲା । ସେଥିପାଇଁ ଫ୍ରେଞ୍ଚ ଓପନର ବିଜୟରେ ଖୁସିରେ ଆତ୍ମହରା ହୋଇ ଭାବପ୍ରବଣ ହୋଇପଡିଥିଲେ ରୋମାନିଆ ଟେନିସ ଷ୍ଟାର ସିମୋନା ହେଲେପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.