ETV Bharat / sports

ଦୁର୍ନୀତି ସମ୍ବନ୍ଧୀୟ ତଥ୍ୟ ଲୁଚାଇ ନିଲମ୍ବିତ ହେଲେ ଟେନିସ ଅମ୍ପାୟାର

author img

By

Published : Jun 20, 2020, 3:28 PM IST

ଦୁର୍ନୀତି ସମ୍ବନ୍ଧୀୟ ତଥ୍ୟ ଲୁଚାଇ ଟେନିସ ନିଲମ୍ବିତ ହେଲେ ଅମ୍ପାୟାର ଅରମାଣ୍ଡୋ ବେଲାରଡି ଗୋଞ୍ଜଏଲଜ । ବର୍ଷ 2013ରେ ବ୍ରୋଞ୍ଜ ବ୍ୟାଚ ଚେୟାର ଅମ୍ପାୟର ରହିଥିଲେ ବେଲାରଡି । 2017-18 ୟୁଏସ ଓପନ ଓ 2016 ରିଓ ଅଲମ୍ପିକ୍ସରେ ଅମ୍ପାୟାର ରହିଛନ୍ତି ।

Tennis umpire Suspended for not reporting corruption tries
ଦୁର୍ନୀତି ସମ୍ବନ୍ଧୀୟ ତଥ୍ୟ ଲୁଚାଇ ନିଲମ୍ବିତ ଟେନିସ ଅମ୍ପାୟର

ଲଣ୍ଡନ: ଦୁର୍ନୀତି ସମ୍ବନ୍ଧୀୟ ତଥ୍ୟ ଲୁଚାଇ ଟେନିସ ନିଲମ୍ବିତ ହେଲେ ଅମ୍ପାୟାର ଅରମାଣ୍ଡୋ ବେଲାରଡି ଗୋଞ୍ଜଏଲଜ । ୟୁଏସ ଓପନ ଓ ପାରା ଅଲମ୍ପିକ୍ସ ଭଳି ଗୁରୁତ୍ବପୂର୍ଣ୍ଣ ଟେନିସ ଇଭେଣ୍ଟରେ ଅମ୍ପାୟାର ରହିସାରିଛନ୍ତି ଅରମାଣ୍ଡୋ ।

ତେବେ ଟେନିସ ଇଣ୍ଟିଗ୍ରିଟି ୟୁନିଟ ଶୁକ୍ରବାର, ଅମ୍ପାୟାର ଅରମାଣ୍ଡୋଙ୍କୁ ଅଢେଇ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରିଛି । ଯାହାଦ୍ବାରା ଏହି ସମୟ ଅବଧି ମଧ୍ୟରେ ସେ କୌଣସି ମ୍ୟାଚ ପରିଚାଳନା କରିପାରିବେ ନାହିଁ । 40 ବର୍ଷୀୟ ଅରମାଣ୍ଡୋଙ୍କ ନାମରେ ଦୁର୍ନୀତି ଅଭିଯୋଗ ଓ ତଦନ୍ତରେ ସହଯୋଗ ନ କରିବାର ଅଭିଯୋଗ ରହିଛି । ଦୁର୍ନୀତି ନିରୋଧ ଆଇନ ଉଲ୍ଲଙ୍ଘନ ପାଇଁ, ତାଙ୍କୁ 1000 ଆମେରିକୀୟ ଡଲାର ଫାଇନ ହୋଇଛି ।

ବର୍ଷ 2013ରେ ବ୍ରୋଞ୍ଜ ବ୍ୟାଚ ଚେୟାର ଅମ୍ପାୟାର ରହିଥିଲେ ବେଲାରଡି । 2017-18 ୟୁଏସ ଓପନ ଓ 2016 ରିଓ ଅଲମ୍ପିକ୍ସରେ ଅମ୍ପାୟର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.