ETV Bharat / sports

ଦୋହା ଓପନ: ସେମିଫାଇନାଲରେ ପ୍ରବେଶ କଲେ ବୋପନ୍ନା ଯୋଡି

author img

By

Published : Jan 9, 2020, 12:07 PM IST

Updated : Jan 9, 2020, 5:16 PM IST

ରୋହନ ବୋପନ୍ନାଙ୍କ ଯୋଡି ଦୋହା ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସୂଚନାଥାଉକି ବୋପନ୍ନା ଆହତ କାରଣରୁ ଡେଭିସ କପରୁ ଓହରି ଯାଇଥିଲେ ।

doha open
doha open

ଦୋହା: ଭାରତୀୟ ଟେନିସ ତାରକା ରୋହନ ବୋପନ୍ନା ଓ ତାଙ୍କ ଡଚ୍‌ ପାର୍ଟନର ଓ୍ବସଲି କୁଲହାପ୍‌ ବୁଧବାର ଦିନ ଦୋହା ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଇଣ୍ଡୋ-ଡଚ୍‌ ଯୋଡି ସ୍ବିସ-ଆମେରିକାନ୍‌ ଯୋଡି ଷ୍ଟାନ ଓ୍ବାଓ୍ବରିକା ଓ ଫ୍ରାନ୍ସିସ ଟିୟାଫୋଙ୍କୁ 6-3,6-4 ସେଟ୍‌ରେ ପରାଜିତ କରିଛନ୍ତି ।

ତେବେ ବୋପନ୍ନା ଯୋଡି ଆଗାମୀ ମୁକାବିଲାରେ ଆମେରିକାନ ଯୋଡି କେନ ଓ ନୀଲ ସ୍କୁପସ୍କିଙ୍କୁ ଭେଟିବ ।

Intro:Body:

BLANK

Conclusion:
Last Updated : Jan 9, 2020, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.