ETV Bharat / sports

ଟୋକିଓ ଅଲମ୍ପିକ୍ସରୁ ଓହରିଲେ ଟେନିସ ଷ୍ଟାର ସେରେନା ୱିଲିୟମସ

ଟୋକିଓ ଅଲମ୍ପିକ୍ସରୁ ଓହରିଲେ ଆମେରିକୀୟ ଟେନିସ ଷ୍ଟାର ସେରେନା ୱିଲିୟମସ । ଅଧିକ ପଢନ୍ତୁ...

Serena Williams confirms she will skip Tokyo Olympics
ଟୋକିଓ ଅଲମ୍ପିକ୍ସରୁ ଓହରିଲେ ଟେନିସ ଷ୍ଟାର ସେରେନା ୱିଲିୟମସ
author img

By

Published : Jun 27, 2021, 10:11 PM IST

ଲଣ୍ଡନ: ଟୋକିଓ ଅଲମ୍ପିକ୍ସରୁ ଓହରିଲେ ଆମେରିକୀୟ ଟେନିସ ଷ୍ଟାର ସେରେନା ୱିଲିୟମସ । ମେଗା ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ ଆରମ୍ଭ ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସ୍ପଷ୍ଟ କରିଛନ୍ତି ସେରେନା ।

39 ବର୍ଷୀୟ ଟେନିସ ଷ୍ଟାର ଅଲମ୍ପିକରୁ ଓହରିବାର କାରଣ ଅନେକ ରହିଛି ବୋଲି କହିଛନ୍ତି । 7ଥରର ୱିମ୍ବଲଡନ ଚମ୍ପିଆନ ସେରେନା ଗତ ଦୁଇଟି SW19 ଫାଇନାଲରେ 2018ରେ ଆଞ୍ଜେଲିକ କର୍ବର ଓ 2019ରେ ସିମୋନା ହେଲେପଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

23 ଥର ଗ୍ରାଣ୍ଡସ୍ଲାମ ଚମ୍ପିଆନ ସେରେନା ୱିଲିୟମସନ SW19 ର ପ୍ରଥମ ରାଉଣ୍ଡରେ କ୍ୟାରିୟରରେ ପ୍ରଥମ ଥର ପାଇଁ ଆଲିଆକସାନ୍ଦ୍ରା ସାସନୋଭିକଙ୍କୁ ଭେଟିବେ । ଅଲ ଇଂଲଣ୍ଡ କ୍ଲବରେ 100ତମ ୱିମ୍ବଲଡନ ବିଜୟ ମଧ୍ୟ ହାସଲ କରିପାରନ୍ତି ସେରେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.