ETV Bharat / sports

ୟୁଏସ ଓପନରୁ ଓହରିଲେ ରୋଜର ଫେଡେରର

ୟୁଏସ ଓପନରୁ ଓହରିଲେ ସ୍ବିସ୍‌ ଟେନିସ ସୁପରଷ୍ଟାର ରୋଜର ଫେଡେରର । ଅଧିକ ପଢନ୍ତୁ...

author img

By

Published : Aug 16, 2021, 7:38 PM IST

Roger Federer withdraws from US Open
ୟୁଏସ ଓପନରୁ ଓହରିଲେ ରୋଜର ଫେଡେରର

ହାଇଦ୍ରାବାଦ: ୟୁଏସ ଓପନରୁ ଓହରିଲେ ସ୍ବିସ୍‌ ଟେନିସ ସୁପରଷ୍ଟାର ରୋଜର ଫେଡେରର । ଆଣ୍ଠୁରେ ସର୍ଜରୀ ଯୋଗୁଁ ଆଗାମୀ US Open ଖେଳିପାରିବେ ନାହିଁ ଫେଡେରର । ଏନେଇ ରବିବାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରି ଘୋଷଣା କରିଛନ୍ତି ।

ଶେଷ ଥର ପାଇଁ ୱିମ୍ବଲଡନରେ ଖେଳିଥିଲେ ରୋଜର ଫେଡେରର । ଏହାପରେ ଆଣ୍ଠୁରେ ସମସ୍ୟା ଯୋଗୁଁ ଅଲମ୍ପିକ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ ।

ୱିମ୍ବଲଡନ ୨୦୨୧ କ୍ବାର୍ଟର-ଫାଇନାଲ ମ୍ୟାଚ୍‌ରେ ପୋଲାଣ୍ଡର ହର୍ବାଟ ହରକଜଙ୍କ ଠାରୁ ପରାସ୍ତ ହୋଇଥିଲେ ଫେଡେରର ।

ହରକଜ ୬-୩, ୭-୬, ୬-୦ରେ ଫେଡେରରଙ୍କୁ କ୍ବାର୍ଟର ଫାଇନାଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.