ETV Bharat / sports

ଫ୍ରେଞ୍ଚ ଓପନ ଫାଇନାଲ: ଜାକୋଭିକ vs ନାଦାଲ, ଶ୍ରେଷ୍ଠ ବନାମ ଶ୍ରେଷ୍ଠ ଲଢେଇ

author img

By

Published : Oct 11, 2020, 5:07 PM IST

ଫ୍ରେଞ୍ଚ ଓପନ 2020ର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ବିଶ୍ବ ଟେନିସ ମାନ୍ୟତାର ନମ୍ବର 1 ସ୍ଥାନରେ ଥିବା ନୋଭାକ ଜାକୋଭିକ ଓ ରାଫେଲ ନାଦାଲ । ଭାରତୀୟ ସମୟ ଭାରତୀୟ ସମୟ ସନ୍ଧ୍ୟା 6.30ରୁ ଆରମ୍ଭ ହେବ ଏହି ହାଇଭୋଲଟେଜ ଟେନିସ ମ୍ୟାଚ ।

'It's his house': Nadal vs Djokovic in French Open final
ଫ୍ରେଞ୍ଚ ଓପନ ଫାଇନାଲ: ଜୋକଭିକ vs ନାଦାଲ, ଶ୍ରେଷ୍ଠ ବନାମ ଶ୍ରେଷ୍ଠ ଲଢେଇ

ପ୍ୟାରିସ: ବିଶ୍ବ ଟେନିସର ଦୁଇ ଶ୍ରେଷ୍ଠ ମହାରଥୀଙ୍କ ମଧ୍ୟରେ ଆଜି(ରବିବାର) ହେବାକୁ ଯାଉଛି ଘମାଘୋଟ ଲଢେଇ । ପ୍ରସ୍ତୁତ ହୋଇ ରହିଛି ଫ୍ରେଞ୍ଚ ଓପନ 2020ର କୋର୍ଟ ଓ ସମ୍ମାନଜନକ ରୋନାଲ୍ଡ ଗାରୋସ ଟୁର୍ଣ୍ଣାମେଣ୍ଟର କ୍ଷେତ୍ର।

ଫ୍ରେଞ୍ଚ ଓପନ 2020ର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ବିଶ୍ବ ଟେନିସ ମାନ୍ୟତାର ନମ୍ବର 1 ସ୍ଥାନରେ ଥିବା ନୋଭାକ ଜାକୋଭିକ ଓ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ରାଫେଲ ନାଦାଲ । ଭାରତୀୟ ସମୟ ଭାରତୀୟ ସମୟ ସନ୍ଧ୍ୟା 6.30ରୁ ଆରମ୍ଭ ହେବ ଏହି ହାଇଭୋଲଟେଜ ଟେନିସ ମ୍ୟାଚ ।

ରାଫାଲ ନାଦାଲ ଏହି ମ୍ୟାଚ ପୂର୍ବରୁ 12ଥର ଫ୍ରେଞ୍ଚ ଓପନ ଟାଇଟେଲ ନିଜ ନାମରେ କରିଛନ୍ତି । ଅନ୍ୟପଟେ ରେକର୍ଡ 20ଥର ଗ୍ରାଣ୍ଡ ସ୍ଲାମ ଟାଇଟେଲ ବିଜେତା ରହିଛନ୍ତି ଜାକୋଭିକ ।

ନଜର ପକାନ୍ତୁ ଉଭୟ ଖେଳାଳିଙ୍କ କିଛି ରେକର୍ଡ ଉପରେ...

ନୋଭାକ ଜାକୋଭିକ: 8ଥର ଅଷ୍ଟ୍ରେଲିଆ ଓପନ ବିଜେତା,5ଟି ୱିମ୍ବଲଡନ, 3ଟି ୟୁଏସ ଓପନ ଟାଇଟେଲ, ଗୋଟିଏ ଫ୍ରେଞ୍ଚ ଓପନ ଟାଇଟେଲ ।

ରାଫେଲ ନାଦାଲ: 12ଥର ଫ୍ରେଞ୍ଚ ଓପନ ବିଜେତା, 4ଟି ୟୁଏସ ଓପନ ଟାଇଟେଲ, 2ଟି ୱିମ୍ବଲଡନ, ଓ ଗୋଟିଏ ଅଷ୍ଟ୍ରେଲିଆ ଓପନ। ଯେବେ ଏହି ଦୁଇ ଖେଳାଳି ବଡ ଟୁର୍ଣ୍ଣାମେଣ୍ଟରେ ସାମ୍ନାସାମ୍ନି ହୋଇଛନ୍ତି, ସେବେ ନିଆରା ରେକର୍ଡ ସହ କଡା ପ୍ରତିଦ୍ବନ୍ଦ୍ବୀତା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.