ETV Bharat / sports

39 ବର୍ଷରେ ଟେନିସ ସୁପରଷ୍ଟାର ରୋଜର ଫେଡେରର

ୱିମ୍ବଲଡନ ଇତିହାସର ସର୍ବକାଳୀନ ଶ୍ରେଷ୍ଠ ସଫଳତମ ଖେଳାଳି ରୋଜର ଫେଡେରର ଶନିବାର 39 ବର୍ଷରେ ପାଦ ଥାପିଛନ୍ତି ।

author img

By

Published : Aug 8, 2020, 8:17 PM IST

Happy birthday Roger Federer: Swiss great turns 39
39 ବର୍ଷରେ ଟେନିସ ସୁପରଷ୍ଟାର ରୋଜର ଫେଡେରର

ଜୁରିଚ: ୱିମ୍ବଲଡନ ଇତିହାସର ସର୍ବକାଳୀନ ଶ୍ରେଷ୍ଠ ସଫଳତମ ଖେଳାଳି ରୋଜର ଫେଡେରର ଶନିବାର 39 ବର୍ଷରେ ପାଦ ଥାପିଛନ୍ତି । ପ୍ରାୟ ଦୁଇ ଦଶନ୍ଧି ଧରି ସ୍ବିସ ଷ୍ଟାର ବିଶ୍ବ ଟେନିସରେ ରାଜୁତି କରିଛନ୍ତି ।

ପ୍ରଥମେ ବର୍ଷ ଅକ୍ଟୋବର 2002ରେ ବିଶ୍ବ ଟେନିସ ମାନ୍ୟତାର ଶୀର୍ଷ 10 ସ୍ଥାନ ମଧ୍ୟରେ ପ୍ରବେଶ କରିଥିଲେ ଫେଡେରେର । ପରେ ଫେବୃଆରୀ 2004ରେ ପ୍ରଥମ ଥର ପାଇଁ ବିଶ୍ବର ନଂ1 ଖେଳାଳି ହୋଇଥିଲେ ।

ଏଯାବତ ସେ 20ଥର ଗ୍ରାଣ୍ଡସ୍ଲାମ ସିଙ୍ଗିଲ୍ସ ଟାଇଟେଲ ବିଜେତା ହୋଇସାରିଛନ୍ତି । ପୁରୁଷ ଖେଳାଳି ଭାବେ ସର୍ବାଧିକ ରେକର୍ଡ 31 ଥର ଗ୍ରାଣ୍ଡ ସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି । ଜନ୍ମ ଦିନରେ ଟେନିସ ତାରକା ଫେଡେରରଙ୍କୁ ଫ୍ୟାନ୍ସ ଓ ସାଥୀ ଖେଳାଳି ଶୁଭେଚ୍ଛା ଜଣାଇଛନ୍ତି ।

  • What a moment that was for me,
    first time on center court at Wimbledon.
    Only time vs Pete my hero
    I miss the Pistol 🙌 https://t.co/XJH5j3Bhcf

    — Roger Federer (@rogerfederer) July 7, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.