କଟକ: 21ତମ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଆନସିପ ଉଦଘାଟିତ । ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି। ପ୍ରତିଯୋଗିତାରେ ଭାଗ ନେଇଛନ୍ତି 12ଟି ଦଳ ।
ଆଜିଠୁ ଆରମ୍ଭ ହେବ ଲିଗ ପର୍ଯ୍ୟାୟ ମ୍ୟାଚ । ଚେୟାରମ୍ୟାନ, ସ୍ଥାନୀୟ ବିଧାୟକ ଓ ସଭାପତିଙ୍କ ଉପସ୍ଥିତିରେ ଉଦଘାଟନ ହୋଇଛି ମ୍ୟାଚ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ