ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ଦୁଇଟି ଟେନିସ ଷ୍ଟାର ନୋଭାକ ଜୋକଭିକ ଓ ରୋଜର ଫେଡେରର ।
ଜୋକଭିକ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଆର୍ଜେଣ୍ଟିନାର ପାବଲୋ କୁଏଭସଙ୍କୁ 6-3, 6-2, 6-4ସେଟ୍ରେ ହରାଇଛନ୍ତି । ଅନ୍ୟପଟେ ଫେଡେରର କୋଏସିଆର ମାରିନ କିଲିକଙ୍କୁ 6-2,2-6,7-6,6-2 ସେଟ୍ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।
ବିଶ୍ବ ନମ୍ବର 1 ଜୋକଭିକ ନିଜର ବିଜୟୀ ପ୍ରଦର୍ଶନ ଜାରି ରଖିଛନ୍ତି ।
ବ୍ୟୁରା ରିପୋର୍ଟ, ଇଟିଭି ଭାରତ