ETV Bharat / sports

ATP କପରୁ ଓହରିଲେ ଫେଡେରର

ଦଶମ ତମ ସ୍ବିସ ଓପନ ନିଜ ନାଁରେ କରିଥିବା ରୋଜର ଫେଡେରର ପାରିବାରିକ କାରଣରୁ ଏଟିପି କପରୁ ଓହରିଯାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ମାସରେ ଅନୁଷ୍ଠିତ ହେବ ।

author img

By

Published : Oct 31, 2019, 3:52 PM IST

tennis

ପ୍ୟାରିସ: ସ୍ବିଜରଲ୍ୟାଣ୍ଡର ଟେନିସ ଷ୍ଟାର ରୋଜର ଫେଡେରର ପାରିବାରିକ କାରଣରୁ ଆସନ୍ତା ଜାନୁଆରୀରେ ହେବାକୁ ଥିବା ଏଟିପି କପରୁ ନିଜ ନାଁ ଫେରାଇ ଆଣିଛନ୍ତି ।

ତେବେ ଫେଡରର କହିଛନ୍ତି ଯେ, 'ଏହି ରୋମାଞ୍ଚପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ନପାରିଥିବାରୁ ଦୁଃଖିତ । ମୁଁ ଯାହା ନିଷ୍ପତ୍ତି ନେଇଛି ତାହା ଦ୍ବାରା ମୋର ଖେଳ ଓ ପରିବାରକୁ ଲାଭଦାୟକ ହେବ ।

ସୂଚନାଥାଉକି, ଗତ ରବିବାର ଦିନ 38ବର୍ଷୀୟ ଫେଡରର 10ତମ ସ୍ବିସ ଇଣ୍ଡୋର ଚମ୍ପିଆନସିପ ନିଜ ନାଁରେ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.