ETV Bharat / sports

କୋରୋନା ଭୟ: ଚୀନ ବଦଳରେ ଦୁବାଇରେ ହେବ ଏହି ଟେନିସ ଟୁର୍ଣ୍ଣାମେଣ୍ଟ

ଚୀନରେ କୋରୋନା ଭାଇରାସ କାୟା ବିସ୍ତାର କରିଛି । ଏଥିପାଇଁ ଫେଡ କପ୍‌ ଚୀନର ଡୋଙ୍ଗୁଆନ ସହରର ବଦଳରେ ଦୁବାଇରେ ଆୟୋଜିତ ହେବ । ପ୍ରଥମେ ଏସିଆ ଗ୍ରୁପର ଏହି ମ୍ୟାଚ 4ରୁ8 ଫେବୃଆରୀ ଯାଏଁ ଖେଳାଯିବାର ଥିଲା ।

author img

By

Published : Feb 9, 2020, 10:23 PM IST

tennis
tennis

ହାଇଦ୍ରାବାଦ: ଭାରତୀୟ ଫେଡ କପ ଟିମ୍‌ ଚଳିତବର୍ଷ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଦୁବାଇ ଯିବେ । 3ମାର୍ଚ୍ଚରୁ 7ମାର୍ଚ୍ଚ ଯାଏଁ ଦୁବାଇରେ ଆୟୋଜିତ କରିବ ଆଇଟିଏଫ ।

ଚୀନରେ କୋରୋନା ଭାଇରାସ କାୟା ବିସ୍ତାର କରିଛି । ଏଥିଯୋଗୁଁ ଫେଡ କପ୍‌ ଚୀନର ଡୋଙ୍ଗୁଆନ ସହର ବଦଳରେ ଦୁବାଇରେ ଆୟୋଜିତ ହେବ । ପ୍ରଥମେ ଏସିଆ ଗ୍ରୁପର ଏହି ମ୍ୟାଚ 4ରୁ8 ଫେବୃଆରୀ ଯାଏଁ ଖେଳାଯିବାର ଥିଲା ।

ଆଇଟିଏଫର ବିଜ୍ଞପ୍ତି ଅନୁସାରେ, ଏଟିପି ଦୁବାଇ ଟୁର୍ଣ୍ଣାମେଣ୍ଟ ସରିବାପରେ ସେଠାରେ ଫେଡ କପ ମ୍ୟାଚ ଖେଳାଯିବ । ସେଥିରେ 6ଟି ଦେଶ- ଚୀନ,ତାଇପେ, ଭାରତ, ଇଣ୍ଡୋନେସିଆ,କୋରିଆ ଓ ଉଜବେକିସ୍ତାନ ଅଂଶ ଗ୍ରହଣ କରିବେ । ଏପ୍ରିଲରେ ହେବାକୁ ଥିବା ଫେଡ କପର ପ୍ଲେ-ଅଫ୍‌ ପାଇଁ ସ୍ଥାନ ସଂରକ୍ଷିତ କରିବେ ।

tennis
ଫେଡ କପ୍‌ ଲୋଗୋ

ଭାରତୀୟ ଫେଡ କପ୍‌ ଟିମର କ୍ୟାପ୍ଟନ ବିଶାଲ କହିଛନ୍ତି ଯେ, ଦୁବାଇରେ ଖେଳ ହେବ ଦ୍ବାରା କୌଣସି ଫରକ ପଡିବ ନାହିଁ । କିନ୍ତୁ ସାନିୟା ମିର୍ଜାଙ୍କୁ ଫିଟ୍‌ ହେବାକୁ ବେଶୀ ଦିନ ମିଳିଯିବ । ମୋତେ ଲାଗୁଛି ଆମ ପାଖରେ ଭଲ ସୁଯୋଗ ରହିଛି । ଆମକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଆମକୁ ସମସ୍ତ ମ୍ୟାଚ,ସମସ୍ତ ସେଟ୍‌ରେ କଡା ମୁକାବିଲା କରିବାକୁ ପଡିବ ।

Intro:Body:

zdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.