ETV Bharat / sports

ଖୁବଶୀଘ୍ର ଅଭ୍ୟାସକୁ ଫେରିବେ ଟେନିସ ସୁପରଷ୍ଟାର ଜୋକଭିକ

author img

By

Published : Jun 11, 2020, 5:30 PM IST

ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରାୟ 3 ମାସର ବ୍ୟବଧାନ ପରେ ଆଦରିଆ ଟୁର ସହ ଟେନିସ କୋର୍ଟରେ ନଜର ଆସିବେ ଟେନିସ ସୁପରଷ୍ଟାର ନୋବାକ ଜୋକଭିକ ।

Djokovic, Thiem to return to court with Adria Tour
ଖୁବଶୀଘ୍ର ଅଭ୍ୟାସକୁ ଫେରିବେ ଟେନିସ ସୁପରଷ୍ଟାର ନୋବାକ ଜୋକଭିକ

ହାଇଦ୍ରାବାଦ: ଚଳିତ ସପ୍ତାହରେ ଅଭ୍ୟାସକୁ ଫେରିବେ ଟେନିସ କିମ୍ବଦନ୍ତୀ ନୋବାକ ଜୋକଭିକ । ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରାୟ 3 ମାସର ବ୍ୟବଧାନ ପରେ ଆଦରିଆ ଟୁର ସହ ଟେନିସ କୋର୍ଟରେ ନଜର ଆସିବେ ଜୋକଭିକ ।

ନୋବାକ ଜୋକଭିକ ଫାଉଣ୍ଡେସନ ପକ୍ଷରୁ ଆଦରିଆ ଟୁରର ଆୟୋଜନ କରାଯାଇଛି । ବିଶ୍ବ ଟେନିସ ମାନ୍ୟତାର ଶୀର୍ଷରେ ଥିବା ଜୋକଭିକ, ଅଷ୍ଟ୍ରିଆର ଡୋମିନିକ ଥିମ, ବେଲଗେରିଆନ ଷ୍ଟାର ଗ୍ରିଗର ଡିମିଟ୍ରୋଭ, କ୍ରୋଏସିଆ ଷ୍ଟାର ଯୋଡି ବୋର୍ଣ୍ଣା କୋରିକ ଓ ମାରିନ କିଲିକଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିମନ୍ତ୍ରଣ କରିଛନ୍ତି ।

ଜୁଲାଇ 31 ପର୍ଯ୍ୟନ୍ତ ATP ଟୁର ସ୍ଥଗିତ ହୋଇଛି । ଫଳରେ ଏହି ଟୁରର ଆୟୋଜନ ଜୋକଭିକ ଫାଉଣ୍ଡେସନ ପକ୍ଷରୁ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.