ETV Bharat / sports

ଅଷ୍ଟ୍ରେଲିଆନ ଓପନ: ବାଦ ପଡିଲେ ଦିବଜୀ ସରନ, ଅଙ୍କିତା ରାଇନା

author img

By

Published : Feb 11, 2021, 9:42 PM IST

ଭାରତୀୟ ଟେନିସ ଖେଳାଳି ଦିବଜୀ ସରନ ଓ ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନରୁ ବାଦ ପଡିଛନ୍ତି । ଅଧିକ ପଢନ୍ତୁ...

Divij, Ankita bow out Australian Open doubles with respective partners
ଅଷ୍ଟ୍ରେଲିଆନ ଓପନ: ବାଦ ପଡିଲେ ଦିବଜୀ ସରନ, ଅଙ୍କିତା ରାଇନା

ମେଲବର୍ଣ୍ଣ: ଭାରତୀୟ ଟେନିସ ଖେଳାଳି ଦିବଜୀ ସରନ ଓ ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନରୁ ବାଦ ପଡିଛନ୍ତି । ଗୁରୁବାର ଖେଳାଯାଇଥିବା ପୁରୁଷ ଓ ମହିଳା ଯୁଗଳ ପ୍ରଥମ ରାଉଣ୍ଡର ମ୍ୟାଚରେ ନିଜର ଯୋଡିଙ୍କ ସହ ପରାସ୍ତ ହୋଇଛନ୍ତି ଏହି ଦୁଇ ଭାରତୀୟ ଖେଳାଳି ।

ଅଙ୍କିତା ରାଇନା ଓ ତାଙ୍କର ରୋମାନିଆନ ଯୋଡି ମିହାଏଲା ବୁଜାରନେସକୁ, ଅଷ୍ଟ୍ରେଲିଆର ୱାଇଲ୍ଡ କାର୍ଡ ଯୋଡି ଓଲିଭିଆ ଗାଡେକି ଓ ବେଲିଣ୍ଡା ଉଲକଙ୍କ ଠାରୁ 3-6, ଓ 0-6 ସେଟ୍‌ରେ ପରାସ୍ତ ହୋଇଛନ୍ତି ।

ସେହିପରି ପୁରୁଷ ଯୁଗଳ ବର୍ଗରେ ଦିବଜୀ ସରନ ଓ ତାଙ୍କର ସ୍ଲୋଭାକିଆନ ପାର୍ଟନର ଇଗର ଜେଲେନି 1-6, 4-6 ସେଟ୍‌ରେ ଜର୍ମାନର ଯୋଡି ୟାନିକ ହନଫମନ ଓ କେଭିନ କ୍ରାଇତଜଙ୍କ ଠାରୁ ପରାସ୍ତ ହେଆଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.