ETV Bharat / sports

ପାକିସ୍ତାନ ବିପକ୍ଷ ଡେଭିସ କପରୁ ଓହରିଲେ ଶଶି ମୁକୁନ୍ଦ

author img

By

Published : Nov 24, 2019, 4:27 AM IST

ଟେନିସ ଖେଳାଳି ଶଶି ମୁକୁନ୍ଦ ଆହତ । ଏଥିପାଇଁ ସେ ପାକିସ୍ତାନ ବିପକ୍ଷ ଡେଭିସ କପରୁ ନାଁ ଫେରେଇ ନେଇଛନ୍ତି ।

davis cup

ନୂଆଦିଲ୍ଲୀ: ଯୁବ ଖେଳାଳି ଶଶି ମୁକୁନ୍ଦ ଆହତ କାରଣରୁ ପାକିସ୍ତାନ ବିପକ୍ଷ ଡେଭିସ କପରୁ ନାଁ ଫେରେଇ ନେଇଛନ୍ତି । ମୁକୁନ୍ଦ ଦଳର ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ ଥିଲେ ।

ସୂଚନାଥାଉକି, ପର୍ତ୍ତୁଗାଲର ଏକ ଟୁର୍ଣ୍ଣାମେଣ୍ଟରେ ଖେଳିବା ସମୟରେ ଶଶି ଆହତ ହୋଇଛନ୍ତି । ତେବେ ଏହାର ସୂଚନା ଡେଭିସ କପର କୋଚ ଜିଶାନ ଅଲ୍ଲି ଦେଇଛନ୍ତି ।

ଏହା ପୂର୍ବରୁ ରୋହନ ବୋପନ୍ନାଙ୍କ କାନ୍ଧରେ ଆଘାତ ଲାଗିଥିବାରୁ ସେ ଡେଭିସ କପରୁ ଓହରି ସାରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.