ETV Bharat / sports

କୋରୋନା ମୁକାବିଲା: ଖାଦ୍ୟ ସହ 1.25 କୋଟି ଦେଲେ ସାନିଆ

କୋରୋନା ମୁକାବିଲାରେ ବଢୁଛି ସହାୟତାର ହାତ । 1.25କୋଟି ଆର୍ଥିକ ସହାୟତା ସହ, ଅସହାୟ ଲୋକଙ୍କୁ ଖାଦ୍ୟ ପଦାର୍ଥ ଦେଇଛନ୍ତି ଭାରତୀୟ ଟେନିସ ଷ୍ଚାର ସାନିଆ ମିର୍ଜା ।

author img

By

Published : Mar 31, 2020, 7:36 AM IST

Covid-19
କୋରୋନା ମୁକାବିଲା: ଖାଦ୍ୟ ସହ 1.25କୋଟି ଦେଲେ ସାନିଆ

ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ବଢୁଛି ସହାୟତାର ହାତ । 1.25କୋଟି ଆର୍ଥିକ ସହାୟତା ସହ, ଅସହାୟ ଲୋକଙ୍କୁ ଖାଦ୍ୟ ପଦାର୍ଥ ଦେଇଛନ୍ତି ଭାରତୀୟ ଟେନିସ ଷ୍ଚାର ସାନିଆ ମିର୍ଜା ।

ଦେଶବାସୀଙ୍କ କଠିନ ସମୟରେ ସହାୟତା ପାଇଁ ଆଗେଇ ଆସିଛନ୍ତି ସାନିଆ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସାରା ଦେଶରେ 21 ଦିନ ଲକଡାଉନ ଲାଗୁ ହୋଇଛି । ଫଳରେ ଯାତାୟତ ସହ, ଜନଜୀବନ ପ୍ରଭାବିତ ହୋଇଛି । ରୋଜଗାରର ରାସ୍ତା ବନ୍ଦ ରହିବା ଯୋଗୁଁ ବିଶେଷ କରି ସମାଜର ତଳସ୍ଥରର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି ।

ଏପରି ସମୟରେ ଟେନିସ ଷ୍ଟାର ସାନିଆ ମିର୍ଜା କିଛି ସାମାଜିକ ସଂଗଠନ ସହ ମିଶି ସହଯୋଗର ହାତ ବଢାଇଛନ୍ତି । ଆର୍ଥିକ ସହାୟତା ସହ ପ୍ରାୟ 1ଲକ୍ଷ ଖାଦ୍ୟ ପଦାର୍ଥ ମଧ୍ୟ ବଣ୍ଟନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.