ETV Bharat / sports

ପେସଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ବେଙ୍ଗାଲୁରୁ ଓପନ ! - ବେଙ୍ଗାଲୁରୁ ଓପନ

ଆସନ୍ତା 10 ଫେବୃଆରୀରୁ ଆରମ୍ଭ ହେବାକୁଥିବା ବେଙ୍ଗାଲୁରୁ ଓପନରେ ଭାଗ ନେବେ ପେସ । ଏହା ତାଙ୍କ କ୍ୟାରିଅରର ଶେଷ ଘରୋଇ ଟୁର୍ଣ୍ଣାମେଣ୍ଟ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ....

bengaluru-open-leander-paes-last-tournament-at-home
ପେସ୍‌ଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ବେଙ୍ଗାଲୁରୁ ଓପନ
author img

By

Published : Feb 7, 2020, 11:33 PM IST

ବେଙ୍ଗାଲୁରୁ: ଖୁବଶୀଘ୍ର ଟେନସିକୁ ଅଲବିଦା କହିବାକୁ ଯାଉଛନ୍ତି ଭାରତୀୟ ମହାନ ଟେନିସ ତାରକା ଲାଣ୍ଡର ପେସ । ଆଗାମୀ ବେଙ୍ଗାଲୁରୁ ଓପନ ତାଙ୍କ କ୍ୟାରିଅରର ଶେଷ ଘରୋଇ ଟୁର୍ଣ୍ଣାମେଣ୍ଟ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଆସନ୍ତା 10 ଫେବୃଆରୀରୁ ଆରମ୍ଭ ହେବାକୁଥିବା ବେଙ୍ଗାଲୁରୁ ଓପନରେ ଭାଗ ନେବେ ପେସ୍ ।

bengaluru-open-leander-paes-last-tournament-at-home
ପେସ୍‌ଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ବେଙ୍ଗାଲୁରୁ ଓପନ

ତେବେ ପେସ୍ କହିଛନ୍ତି, "ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବା ମୋତେ ଶାନ୍ତି ଦେଇଥାଏ । ଏହା ସହ ମୋତେ ପ୍ରେରଣା ମଧ୍ୟ ଯୋଗାଇଥାଏ । ବେଙ୍ଗାଲୁରୁରେ ବହୁ ଟେନିସ ପ୍ରେମୀ ରହିଛନ୍ତି, ଯିଏ ଟେନସକୁ ବୁଝନ୍ତି । ଏହା ସହ ଏଠାରେ ଖେଳିଲେ ସାକାରାତ୍ମକ ଚିନ୍ତା ମିଳିଥାଏ ।"

ଉଲ୍ଲେଖଥାଉ କି, ପେସ୍‌ ବର୍ତ୍ତମାନ ପୁଣେ ଠାରେ ଟାଟା ମହାରାଷ୍ଟ୍ର ଏଟିପି ଟୁର୍‌ ଇଭେଣ୍ଟରେ ଖେଳୁଛନ୍ତି । ଏହି 46 ବର୍ଷୀୟ ଖେଳାଳି 8 ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ଏବଂ 10 ମିକ୍ସଡ ଡବଲ୍ସ ଟାଇଟଲ ବ୍ୟତୀତ 54 ଏଟିପି ଟୁର୍‌ ଡବଲ୍ସ ଟାଇଟଲ ଜିତିଛନ୍ତି । ଏଥିସହିତ ସେ ଗୋଟିଏ ଅଲମ୍ପିକ ମେଡାଲ ମଧ୍ୟ ଜିତିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.