ETV Bharat / sports

ବେଙ୍ଗାଲୁରୁ ଓପନ: ସେମିରେ ଲିଆଣ୍ଡର ପେସ - Bengaluru Open semis

ଟେନିସ ଷ୍ଟାର ଲିଆଣ୍ଡର ପେସ୍‌ ବେଙ୍ଗାଲୁରୁ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଷ୍ଟ୍ରେଲିଆ ଖେଳାଳି ମାଥ୍ୟୁ ଆବଡେନଙ୍କ ସହ ସେମିରେ ପ୍ରବେଶ କରିଛନ୍ତି ଲିଆଣ୍ଡର ।

Bengaluru Open
ବେଙ୍ଗାଲୁରୁ ଓପନ
author img

By

Published : Feb 14, 2020, 3:19 PM IST

ବେଙ୍ଗାଲୁରୁ: ଟେନିସ ଷ୍ଟାର ଲିଆଣ୍ଡର ପେସ ବେଙ୍ଗାଲୁରୁ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଷ୍ଟ୍ରେଲିଆ ଖେଳାଳି ମାଥ୍ୟୁ ଆବଡେନଙ୍କ ସହ ସେମିରେ ପ୍ରବେଶ କରିଛନ୍ତି ଲିଆଣ୍ଡର । ସ୍ବେଡେନର ଆଣ୍ଡ୍ରେ ଗୁରାନସନ ଓ ଇଣ୍ଡୋନେସିଆର କ୍ରିଷ୍ଟୋଫର ରୁଙ୍କାତଙ୍କୁ 7-5,0-6, 10-7 ସେଟ୍‌ରେ ହରାଇଛନ୍ତି ଲିଆଣ୍ଡର ଯୋଡି ।

Bengaluru Open
ବେଙ୍ଗାଲୁରୁ ଓପନରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ

ପୂର୍ବରୁ ଭାରତୀୟ ସିଙ୍ଗଲ୍ସ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିସାରିଛନ୍ତି । ପ୍ରଜନେଶ ଗୁନେସ୍ବରା, ସୁମିତ ନାଗଲ, ରାମକୁମାର ରାମାନାଥନ, ସକେତ ମୈନେନି, ନିକି ପୁଞ୍ଚା ଓ ସିଦ୍ଧାର୍ଥ ରାୱତ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

Bengaluru Open
ଲିଆଣ୍ଡର ପେସ-ମାଥ୍ୟୁ ଆବଡେନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.