ମେଲବର୍ଣ୍ଣ: ବିଶ୍ବର ନଂ1 ଟେନିସ ଖେଳାଳି ନୋଭାକ ଜୋକଭିଚ ମଙ୍ଗଳବାର ଜର୍ମାନୀର ଆଲେକଜାଣ୍ଡର ଜେରଭଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
-
Serbian delight 🇷🇸💪@DjokerNole advances to his 9️⃣th #AusOpen semifinal.#AO2021 pic.twitter.com/59WWPzThwB
— #AusOpen (@AustralianOpen) February 16, 2021 " class="align-text-top noRightClick twitterSection" data="
">Serbian delight 🇷🇸💪@DjokerNole advances to his 9️⃣th #AusOpen semifinal.#AO2021 pic.twitter.com/59WWPzThwB
— #AusOpen (@AustralianOpen) February 16, 2021Serbian delight 🇷🇸💪@DjokerNole advances to his 9️⃣th #AusOpen semifinal.#AO2021 pic.twitter.com/59WWPzThwB
— #AusOpen (@AustralianOpen) February 16, 2021
ପ୍ରଥମ ସେଟ୍କୁ 6-7(6)ରେ ପରାସ୍ତ ହେବାପରେ ଜୋରଦାର କମବ୍ୟାକ କରିଥିଲେ ଜୋକଭିଚ ଓ 6-2, 6-4, 7-6(8) ସେଟ୍ରେ ବିଜୟୀ ହୋଇଥିଲେ ।
3 ଘଣ୍ଟା 30 ମିନିଟ ଧରି ଖେଳାଯାଇଥିବା ମ୍ୟାଚରେ ପ୍ରଭାବୀ ପ୍ରଦଦର୍ଶନ କରିଥିଲେ ଜୋକଭିଚ । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶେଷରେ ବାଜି ମାରିଥିଲେ ବିଶ୍ବର ଶ୍ରେଷ୍ଠ ଖୋଳାଳି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ