ETV Bharat / sports

ଅଷ୍ଟ୍ରେଲିଆ ଓପନ: ଫାଇନାଲରେ ଜୋକୋଭିକ-ଡୋମିନିକ ଲଢେଇ

ଅଷ୍ଟ୍ରେଲିଆ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ଡୋମିନିକ ଥିମ । ସେମିଫାଇନାଲ ମୁକାବିଲାରେ ଆଲେକଜାଣ୍ଡର ଜର୍ଭଙ୍କୁ 3-6, 6-4, 7-6,7-6 ସେଟରେ ହରାଇଛନ୍ତି ଡୋମିନିକ ।

author img

By

Published : Jan 31, 2020, 7:53 PM IST

Australian Open 2020
ଅଷ୍ଟ୍ରେଲିଆ ଓପନ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ଡୋମିନିକ ଥିମ । ସେମିଫାଇନାଲ ମୁକାବିଲାରେ ଆଲେକଜାଣ୍ଡର ଜର୍ଭଙ୍କୁ 3-6, 6-4, 7-6,7-6 ସେଟରେ ହରାଇଛନ୍ତି ଡୋମିନିକ । ଫଳରେ ଫାଇନାଲରେ ନୋବାକ ଜୋକଭିକ ଓ ଡୋମିନିକ ଥିମଙ୍କ ମଧ୍ୟରେ ଟାଇଟେଲ ଲଢେଇ ହେବ ।

26 ବର୍ଷିୟ ଅଷ୍ଟ୍ରେଆ ଟେନିସ ଖେଳାଳି ଡୋମିନିକ ନିଜ କ୍ୟାରିୟର 3ୟ ଗ୍ରାଣ୍ଡସ୍ଳାମ ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବରୁ ନୋବାକ ଜୋକୋଭିକ ରୋଜର ଫେଡେରରଙ୍କୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

Intro:Body:

testing 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.