ETV Bharat / sports

ATP ଫାଇନାଲ: ଜୋକଭିକଙ୍କୁ ହରାଇ ସେମିରେ ଫେଡରର

author img

By

Published : Nov 15, 2019, 10:06 AM IST

ATP ଫାଇନାଲର ଟୁର୍ଣ୍ଣାମେଣ୍ଟର ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ନଂ 1 ଖେଳାଳି ନୋବାକ ଜୋକଭିକଙ୍କୁ ହରାଇ, ସେମିଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ଟେନିସ ଷ୍ଟାର ରୋଜର ଫେଡରର।

ରୋଜର ଫେଡେରର

ଲଣ୍ଡନ: ATP ଫାଇନାଲର ସେମିଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ଟେନିସ ଷ୍ଟାର ରୋଜର ଫେଡରର। ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ନଂ1 ଖେଳାଳି ନୋବାକ ଜୋକଭିକଙ୍କୁ 6-4, 6-3 ସେଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ଫେଡରର।

ୱିମ୍ବଲଡନରେ ଜୋକଭିକ ଠାରୁ ପରାଜୟର ବଦଲା ନେଇଛନ୍ତି ଫେଡରର । 2015 ପରେ ଜୋକଭିକଙ୍କୁ ପ୍ରଥମ ଥର ହରାଇଛନ୍ତି ଫେଡରର । ପରାଜୟ ପରେ ଜୋକଭିକ କହିଛନ୍ତି ଏହା ତାଙ୍କର ସବୁଠୁ ଖରାପ ପ୍ରଦର୍ଶନ। ଫେଡରରଙ୍କ ପ୍ରଭାବୀ ପ୍ରଦର୍ଶନ ପାଇଁ ସେ ବିଜୟର ହକଦାର ଥିଲେ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.