ଶାରଜାହ: ଚଳିତ ଟି-୨୦ ବିଶ୍ବକପରେ ସୁପର ୧୨ ଲଢେଇ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ରହିଛି । ଟସ୍ ଜିତି ଶ୍ରୀଲଙ୍କା କ୍ୟାପଟେନ୍ ଦାସୁନ ସନାକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
-
Toss news from Sharjah 🪙
— T20 World Cup (@T20WorldCup) November 1, 2021 " class="align-text-top noRightClick twitterSection" data="
Sri Lanka have won the toss and elected to field.
Who are you backing in this one? #T20WorldCup | #ENGvSL | https://t.co/qlHuDOhCpo pic.twitter.com/33htGzLuGa
">Toss news from Sharjah 🪙
— T20 World Cup (@T20WorldCup) November 1, 2021
Sri Lanka have won the toss and elected to field.
Who are you backing in this one? #T20WorldCup | #ENGvSL | https://t.co/qlHuDOhCpo pic.twitter.com/33htGzLuGaToss news from Sharjah 🪙
— T20 World Cup (@T20WorldCup) November 1, 2021
Sri Lanka have won the toss and elected to field.
Who are you backing in this one? #T20WorldCup | #ENGvSL | https://t.co/qlHuDOhCpo pic.twitter.com/33htGzLuGa
ସେମିଫାଇନାଲ ଦୌଡରେ ରହିବାକୁ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ 'କର ବା ମର' ସଦୃଶ ହୋଇଛି । ଅନ୍ୟପଟେ ଏହି ମ୍ୟାଚ୍ରେ ବିଜୟ ହେଲେ ଗ୍ରୁପ ୧ ରୁ ପ୍ରଥମ ଟିମ ଭାବେ ଇଂଲଣ୍ଡ ଔପଚାରିକ ଭାବେ ସେମିରେ ପ୍ରବେଶ କରିବ ।
ଚୁଡାନ୍ତ ଏକାଦଶ:
ଇଂଲଣ୍ଡ: ଜେସନ ରୟ, ଜସ ବଟଲର୍(ୱିକେଟ କିପର), ଡେୱିଡ ମଲାନ, ଜନ୍ନି ବେୟାରଷ୍ଟୋ, ଇଆନ ମୋର୍ଗାନ(କ୍ୟାପଟେନ୍), ଲିଆମ ଲିଭିଂଷ୍ଟୋନ, ମୋଇନ ଅଲୀ, କ୍ରିସ ୱର୍କ୍ସ, କ୍ରିସ୍ ଜୋର୍ଡାନ, ଆଦିଲ ରସିଦ, ତେଇମିଲ ମିଲ୍ସ ।
ଶ୍ରୀଲଙ୍କା: ପାଥୁମ ନିସାକା, କୁଶଲ ପରେରା(ୱିକେଟ କିପର), ଭାନୁକା ରାଜପକସା, ଚାରିଥ ଅସଲଙ୍କା, ଅଭିସ୍କା ଫର୍ନାଣ୍ଡୋ, ଦାସୁନ ସନାକା(କ୍ୟାପଟେନ୍), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମୀରା, ମହୀଷ ଥିକସାନା, ଲାହିରୁ କୁମାରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ