ETV Bharat / sports

T20 World Cup: ଟସ୍‌ ଜିତିଲା ଶ୍ରୀଲଙ୍କା, ଇଂଲଣ୍ଡ ବିପକ୍ଷରେ ବୋଲିଂ ନିଷ୍ପତ୍ତି

ଇଂଲଣ୍ଡ ବିପକ୍ଷରେ ଟସ୍‌ ଜିତି ଶ୍ରୀଲଙ୍କା କ୍ୟାପଟେନ୍‌ ଦାସୁନ ସନାକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 1, 2021, 7:16 PM IST

Updated : Nov 1, 2021, 7:39 PM IST

T20 World Cup: Sri lanka won the toss and chose to bowl first against England
T20 World Cup: ଟସ୍‌ ଜିତିଲା ଶ୍ରୀଲଙ୍କା, ଇଂଲଣ୍ଡ ବିପକ୍ଷରେ ବୋଲିଂ ନିଷ୍ପତ୍ତି

ଶାରଜାହ: ଚଳିତ ଟି-୨୦ ବିଶ୍ବକପରେ ସୁପର ୧୨ ଲଢେଇ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ରହିଛି । ଟସ୍‌ ଜିତି ଶ୍ରୀଲଙ୍କା କ୍ୟାପଟେନ୍‌ ଦାସୁନ ସନାକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ସେମିଫାଇନାଲ ଦୌଡରେ ରହିବାକୁ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍‌ 'କର ବା ମର' ସଦୃଶ ହୋଇଛି । ଅନ୍ୟପଟେ ଏହି ମ୍ୟାଚ୍‌ରେ ବିଜୟ ହେଲେ ଗ୍ରୁପ ୧ ରୁ ପ୍ରଥମ ଟିମ ଭାବେ ଇଂଲଣ୍ଡ ଔପଚାରିକ ଭାବେ ସେମିରେ ପ୍ରବେଶ କରିବ ।

ଚୁଡାନ୍ତ ଏକାଦଶ:

ଇଂଲଣ୍ଡ: ଜେସନ ରୟ, ଜସ ବଟଲର୍‌(ୱିକେଟ କିପର), ଡେୱିଡ ମଲାନ, ଜନ୍ନି ବେୟାରଷ୍ଟୋ, ଇଆନ ମୋର୍ଗାନ(କ୍ୟାପଟେନ୍‌), ଲିଆମ ଲିଭିଂଷ୍ଟୋନ, ମୋଇନ ଅଲୀ, କ୍ରିସ ୱର୍କ୍ସ, କ୍ରିସ୍‌ ଜୋର୍ଡାନ, ଆଦିଲ ରସିଦ, ତେଇମିଲ ମିଲ୍‌ସ ।

ଶ୍ରୀଲଙ୍କା: ପାଥୁମ ନିସାକା, କୁଶଲ ପରେରା(ୱିକେଟ କିପର), ଭାନୁକା ରାଜପକସା, ଚାରିଥ ଅସଲଙ୍କା, ଅଭିସ୍କା ଫର୍ନାଣ୍ଡୋ, ଦାସୁନ ସନାକା(କ୍ୟାପଟେନ୍‌), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମୀରା, ମହୀଷ ଥିକସାନା, ଲାହିରୁ କୁମାରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 1, 2021, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.