ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆର ଶେଷ ସୁପର ୧୨ ମୁକାବିଲା ନାମ୍ବିଆ ସହ ରହିଛି । ଟସ୍ ଜିତି କ୍ୟାପଟେନ୍ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ।
ବିରାଟ କୋହଲି ଭାରତୀୟ ଟିମର ଟି-୨୦ କ୍ୟାପଟେନ ଭାବେ ଶେଷ ମ୍ୟାଚ୍ ଖେଳୁଛନ୍ତି । ସେହିପରି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ କୋଚିଂ ଷ୍ଟାଫ୍ଙ୍କ ପାଇଁ ମଧ୍ୟ ଟିମ ଇଣ୍ଡିଆର ସହ ଏହା ଶେଷ ମ୍ୟାଚ୍ । ଚୂଡାନ୍ତ ଏକାଦଶରେ ଭାରତ ଗୋଟିଏ ପରବର୍ତ୍ତନ କରିଛି । ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ରାହୁଲ ଚହରଙ୍କୁ ସାମିଲ କରିଛି ।
-
Toss news from Dubai 🪙
— T20 World Cup (@T20WorldCup) November 8, 2021 " class="align-text-top noRightClick twitterSection" data="
India have won the toss and will field first.#T20WorldCup | #INDvNAM | https://t.co/ICh1BVKEFJ pic.twitter.com/SmN1YLWHFT
">Toss news from Dubai 🪙
— T20 World Cup (@T20WorldCup) November 8, 2021
India have won the toss and will field first.#T20WorldCup | #INDvNAM | https://t.co/ICh1BVKEFJ pic.twitter.com/SmN1YLWHFTToss news from Dubai 🪙
— T20 World Cup (@T20WorldCup) November 8, 2021
India have won the toss and will field first.#T20WorldCup | #INDvNAM | https://t.co/ICh1BVKEFJ pic.twitter.com/SmN1YLWHFT
ଚୂଡାନ୍ତ ଏକାଦଶ:
ଭାରତ: କେଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି(କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ରାହୁଲ ଚହର, ମହମ୍ମଦ ସାମି, ଜଶପ୍ରୀତ ବୁମରା ।
ନାମ୍ବିଆ: ଷ୍ଟିଫେନ ବାର୍ଡ, ମାଇକେଲ୍ ଭନ ଲିଙ୍ଗେନ୍, କ୍ରେଗ୍ ୱିଲିୟମସ, ଗରହର୍ଡ ଏରସମସ(କ୍ୟାପଟେନ୍), ଜେନ ଗ୍ରୀନ(ୱିକେଟ କିପର), ଡେଭିଡ ୱାଇଜ୍, ଜାନ୍ ଫ୍ରାଏଲିଙ୍କ୍, ଜେଜେ ସ୍ମିଟ୍, ଜାନ ନିକୋଲ ଲଫ୍ଟି-ଏଟନ, ରୁବେନ ଟ୍ରମ୍ପେଲମନ୍, ବର୍ନାର୍ଡ ସ୍କଲଟ୍ଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ