ETV Bharat / sports

କୋରୋନା ଭୟ: 2022ରେ ହେବ ୱାର୍ଲ୍ଡ ଆଥଲେଟିକ୍ସ ଚମ୍ପିଆନସିପ - World athletics championships postponed

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଘୁଞ୍ଚିଲା 2021 ୱାର୍ଲ୍ଡ ଆଥଲେଟିକ୍ସ ଚମ୍ପିଆନସିପ । 2022ରେ ଏହି ମେଗା ଇଭେଣ୍ଟର ଆୟୋଜନ କରାଯିବ ବୋଲି ୱାର୍ଲ୍ଡ ଆଥଲେଟିକ୍ସ ସ୍ପଷ୍ଟ କରିଛି ।

World athletics championships
କୋରୋନା ଭୟ: 2022ରେ ହେବ ୱାର୍ଲ୍ଡ ଆଥଲେଟିକ୍ସ ଚମ୍ପିଆନସିପ
author img

By

Published : Mar 31, 2020, 7:41 AM IST

ହାଇଦ୍ରାବାଦ: କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଘୁଞ୍ଚିଲା 2021 ୱାର୍ଲ୍ଡ ଆଥଲେଟିକ୍ସ ଚମ୍ପିଆନସିପ । 2022ରେ ଏହି ମେଗା ଇଭେଣ୍ଟର ଆୟୋଜନ କରାଯିବ ବୋଲି ୱାର୍ଲ୍ଡ ଆଥଲେଟିକ୍ସ ସ୍ପଷ୍ଟ କରିଛି ।

2020 ଟୋକିଓ ଅଲମ୍ପିକ୍ସ 2021 ଜୁଲାଇ 23ରୁ ଆରମ୍ଭ ହୋଇ ଅଗଷ୍ଟ 8 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅଲମ୍ପିକ୍ସ ଆୟୋଜକ କମିଟି ଟୋକିଓ ଅଲମ୍ପିକ୍ସର ନୂଆ ତାରିଖ ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟ ଅଲମ୍ପିକ୍ସ୍ କମିଟି ଓ ଜାପାନ ଆୟୋଜକ କମିଟି ଅଲମ୍ପିକ୍ସର ନୂଆ ତାରିଖ ଘୋଷଣାକୁ ସ୍ବାଗତ କରିଛି ୱାର୍ଲ୍ଡ ଆଥଲେଟିକ୍ସ । ଏଥିସହିତ ଏହାପରେ ୱାର୍ଲ୍ଡ ଆଥଲେଟିକ୍ସ ଚମ୍ପିଆନସିପ 2022 ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଘୋଷଣା କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.