ETV Bharat / sports

ବିଶ୍ବ ଆଥଲେଟିକ ଚମ୍ପିଆନସିପ: ଆଜି ଦମ ଦେଖାଇବେ ଦୂତୀ - ଦୌଡରାଣୀ ଦୂତୀ

ଭାରତୀୟ ଷ୍ଟାର ଧାବିକା ଦୂତୀ ଚାନ୍ଦ ଆଜି ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଅଭିଯାନ ଆରମ୍ଭ କରିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 28, 2019, 6:05 PM IST

ଦୋହା: ଭାରତୀୟ ଷ୍ଟାର ଧାବିକା ଦୂତୀ ଚାନ୍ଦ ଆଜି ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଅଭିଯାନ ଆରମ୍ଭ କରିବେ । ଦୂତୀ 2019ରେ ବିଶ୍ବ ଚମ୍ପିଆନସିପରେ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ । ତେବେ ଆଇଏଏଏଫର ଡାକରା ପରେ ଦୋହା ଆଥଲେଟିକ ଚମ୍ପିଆନସିପ ଟିକେଟ ହାତେଇଥିଲେ ।

ମହିଳା 100 ମିଟର ଦୌଡ ଇଭେଣ୍ଟରେ ନଜର ଆସିବେ ଦୂତୀ । 1.26 ଦୂତୀଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । ତେବେ କ୍ୟାରିୟର ଅନ୍ୟଏକ ସଫଳତମ ଦୌଡ ଆଜି ଦୂତୀ ଲଗାଇବା ନେଇ ଆଶା କରାଯାଉଛି ।

ତେବେ ସମସ୍ତଙ୍କର ନଜର ରହିଛି ମିଳିତ ରିଲେ ବର୍ଗ ଉପରେ । ଏହି ଟିମ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା । ମାତ୍ର ବର୍ତ୍ତମାନର ଟିମରେ ସ୍ବର୍ଣ୍ଣ ବିଜେତା ସଦସ୍ୟ ହିମା ଦାସ ଆରୋକିଆ ରାଜୀବ ନାହାଁନ୍ତି ।

ଭାରତୀୟ ଅଥଲେଟିକ ଫେଡେରେସନ ଏହି ଟିମ ଫାଇନାଲରେ ପହଞ୍ଚିବ ଓ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ନେଇ ଆଶା ରଖିଛି ।
ଏହାପରେ ଅନ୍ୟତମ ଭାରତୀୟ ଆଥଲେଟ ମହମ୍ମଦ ଆନାସ ମଧ୍ୟ ନିଜର ଅଭିଯାନ ଆରମ୍ଭ କରିବେ । ମିକ୍ସ ରିଲେ ଟିମର ସଦସ୍ୟ ଅଛନ୍ତି ମହମ୍ମଦ ।

ଦୋହା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ: ଜାଣନ୍ତୁ 2ୟ ଦିନରେ ଭାରତୀୟ ଆଥଲେଟଙ୍କ ସମୟ ସାରଣୀ

ମହିଳା 100 ମିଟର-ଦୁତୀ ଚାନ୍ଦ(ହିଟ-3), 7.14 PM

ପୁରୁଷ 400ମି ହଡଲ୍ସ- ଏପି ଜବୀର(ସେମିଫାଇନାଲ: ହିଟ -3), 8.55 PM

ମିକ୍ସ ରିଲେ - ଭାରତ (ହିଟ-2) 10.42 PM

Intro:Body:

f

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.