ETV Bharat / sports

ଲକଡାଉନ ନକଆଉଟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟର ହେବ ସିଧା ପ୍ରସାରଣ - Archery's tournament live-streamed

ମହାମାରୀ କୋରୋନା ଭାଇରସ ଯୋଗୁଁ ଲକାଡାଉନରେ ରହିଛି ବିଶ୍ବର ଅନେକ ଦେଶ । ଫଳରେ ନକଆଉଟ ଟୁର୍ଣ୍ଣାମେଣ୍ଟର ସିଧାପ୍ରସାରଣ କରିବାକୁ ବିଶ୍ବ ତୀରନ୍ଦାଜ ନିଷ୍ପତି ନେଇଛି ।

World Archery's Lockdown Knockout tournament to be live-streamed
ଲକଡାଉନ ନକଆଉଟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟର ହେବ ସିଧା ପ୍ରସାରଣ
author img

By

Published : Apr 25, 2020, 3:34 PM IST

ଲାଉସେନ: ମହାମାରୀ କୋରୋନା ଭାଇରସ ଯୋଗୁଁ ଲକାଡାଉନରେ ରହିଛି ବିଶ୍ବର ଅନେକ ଦେଶ । ଫଳରେ ନକଆଉଟ ଟୁର୍ଣ୍ଣାମେଣ୍ଟର ସିଧାପ୍ରସାରଣ କରିବାକୁ ବିଶ୍ବ ତୀରନ୍ଦାଜ ନିଷ୍ପତି ନେଇଛି ।

ଫେଡେରେସନର ଡିଜିଟାଲ ଚ୍ୟାନେଲରେ ଏହି ପ୍ରତିଯୋଗିତାର ପ୍ରସାରଣ ଉପଲବ୍ଧ ହେବ । ଏହି ମେଗା ଇଭେଣ୍ଟର ପ୍ରଥମ କ୍ବାର୍ଟର ଫାଇନାଲ ମେ ମାସ 9ରୁ 12 ପର୍ଯ୍ୟନ୍ତ ଖେଳାଯିବ । ସେମିଫାଇନାଲ ମ୍ୟାଚ ମେ 14ରୁ 15 ଓ ଫାଇନାଲ ମେ 17 ତାରିଖରେ ଖେଳାଯିବ । ଏନେଇ ବିଶ୍ବ ତୀରନ୍ଦାଜ ପକ୍ଷରୁ ମ୍ୟାଚ ସୂଚୀ ଘୋଷଣା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.