ETV Bharat / sports

ଟାର୍ଗେଟ ଟୋକିଓ: ବିଜୟରୁ ମନିକାଙ୍କ ଅଭିଯାନ ଆରମ୍ଭ

author img

By

Published : Mar 15, 2021, 9:12 PM IST

ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଓ ସୁତୀର୍ଥ ମୁଖାର୍ଜୀ ଅଲମ୍ପିକ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

Winning starts for Manika, Sutirtha at Oly qualification tourney
ଟାର୍ଗେଟ ଟୋକିଓ: ବିଜୟରୁ ମନିକାଙ୍କ ଅଭିଯାନ ଆରମ୍ଭ

ଦୋହା: ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଓ ସୁତୀର୍ଥ ମୁଖାର୍ଜୀ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଦୋହାରେ ଖେଳାଯାଉଥିବା ବିଶ୍ବ ଏକକ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରେ ନକଆଉଟ ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି । ଏହି ଟୋକିଓ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଦୁଇ ଟେବୁଲଟେନିସ ଷ୍ଟାରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

Winning starts for Manika, Sutirtha at Oly qualification tourney
ସୁତୀର୍ଥ ମୁଖାର୍ଜୀ

ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ପଦକ ବିଜେତା ମନିକା, ବୁଗେରିଆର ମାରିଆ ୟୋଭକୋଭାଙ୍କୁ 11-5, 11-7, 11-4 ଓ 11-0ରେ ହରାଇଛନ୍ତି । ଅନ୍ୟପଟେ ସୁତୀର୍ଥ, ଇଟାଲିର ଲିସା ଲଙ୍ଗଙ୍କ ବିପକ୍ଷରେ 11-3, 11-5,11-7, 12-10ରେ ବିଜୟୀ ହୋଇଛନ୍ତି ।

ତେବେ ଅଚନ୍ତ ସରତ କମଲ ଓ ଜି. ସାଥିଆନ ପୁରୁଷ ଏକକ ବର୍ଗର ମ୍ୟାଚରେ ପରାସ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.