ETV Bharat / sports

ଅଲମ୍ପିକ୍ସରେ କମେଣ୍ଟ୍ରି କରିବେ ୱାର୍ଣ୍ଣରଙ୍କ ପତ୍ନୀ

ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣରଙ୍କ ପତ୍ନୀ କାଣ୍ଡିସ ଆଗାମୀ ଟୋକିଓ ଅଲମ୍ପିକ ଗେମ୍ସରେ ବ୍ରଡକାଷ୍ଟର ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ...

author img

By

Published : May 27, 2021, 9:34 PM IST

Warner's wife to commentate on Olympic events
ଅଲମ୍ପିକ୍ସରେ କମେଣ୍ଟ୍ରୀ କରିବେ ୱାର୍ଣ୍ଣରଙ୍କ ପତ୍ନୀ

ସିଡନୀ: ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣରଙ୍କ ପତ୍ନୀ କାଣ୍ଡିସ ଆଗାମୀ ଟୋକିଓ ଅଲମ୍ପିକ ଗେମ୍ସରେ ବ୍ରଡକାଷ୍ଟର ଭୂମିକାରେ ନଜର ଆସିବେ ।

34 ବର୍ଷୀୟ କାଣ୍ଡିସ, SAS ଅଷ୍ଟ୍ରେଲିଆ ଟେଲିଭିଜନ ସିରିଜର ଅନ୍ୟତମ ଷ୍ଟାର । ଅଲମ୍ପିକ୍ସରେ ପୁରୁଷ ଓ ମହିଳା ତ୍ରିଆଥଲନସ ଓ ଓପନ ୱାଟର ସୁଇମିଂ ଇଭେଣ୍ଟରେ କମେଣ୍ଟ୍ରି କରିବେ ।

ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଲମ୍ପିକ୍ସରେ କମେଣ୍ଟ୍ରି କରିବା ନେଇ ସୂଚନା ଦେଇଛନ୍ତି କାଣ୍ଡିସ । ଏଥିସହ ପ୍ରଥମ ପ୍ରେମ ଖେଳ ହୋଇଥିବାରୁ ଏହି ନୂଆ ଭୂମିକା ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.