ହାଇଦ୍ରାବାଦ: ଏସିଆନ କୁସ୍ତି ଚମ୍ପିଆନସିପରେ ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ଦମଦାର ପ୍ରଦର୍ଶନ । ଶୁକ୍ରବାର ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ଭିନେଶ । ଫାଇନାଲରେ ତାଇପେଇ ପ୍ରଦିନ୍ଦ୍ବନ୍ଦ୍ବୀ ମେଙ୍ଗ ହୁସନ ହେଇସଙ୍କୁ ମାତ ଦେଇଛନ୍ତି ଭିନେଶ ।
-
#TOPSAthlete @Phogat_Vinesh wins the 🥇 at the Asian Wrestling Championships for the 1st time after beating #MengHsuanHsieh. She had previously won 3 🥈 and 4 🥉. This is her 3rd gold in 3 events since her return in March.
— SAIMedia (@Media_SAI) April 16, 2021 " class="align-text-top noRightClick twitterSection" data="
Many congratulations!!! pic.twitter.com/WXynva11K5
">#TOPSAthlete @Phogat_Vinesh wins the 🥇 at the Asian Wrestling Championships for the 1st time after beating #MengHsuanHsieh. She had previously won 3 🥈 and 4 🥉. This is her 3rd gold in 3 events since her return in March.
— SAIMedia (@Media_SAI) April 16, 2021
Many congratulations!!! pic.twitter.com/WXynva11K5#TOPSAthlete @Phogat_Vinesh wins the 🥇 at the Asian Wrestling Championships for the 1st time after beating #MengHsuanHsieh. She had previously won 3 🥈 and 4 🥉. This is her 3rd gold in 3 events since her return in March.
— SAIMedia (@Media_SAI) April 16, 2021
Many congratulations!!! pic.twitter.com/WXynva11K5
ଅଲମ୍ପିକ ପ୍ରସ୍ତୁତି କରୁଥିବା କୁସ୍ତିଯୋଦ୍ଧା ଭିନେଶ ପୂର୍ବରୁ 3ଟି ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ଜିତିସାରିଛନ୍ତି । ମାର୍ଚ୍ଚରେ ରିଙ୍ଗ୍କୁ ଫେରିବା ପରେ 3ଟି ଟୁର୍ଣ୍ଣାମେଣ୍ଟରେ ଭିନେଶଙ୍କ ଏହା ତୃତୀୟ ସ୍ବର୍ଣ୍ଣ ।
ଏନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛି ।
ଅନ୍ୟପଟେ ମହିଳା 57 କିଲୋଗ୍ରାମ ବର୍ଗରେ ଅଂଶୁ ମଲିକ ଓ ମହିଳା 62 କିଲୋଗ୍ରାମ ବର୍ଗରେ ସୋନମ ମଲିକ TOPS ରେ ସାମିଲ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ