ETV Bharat / sports

କୋରୋନା ଭାଇରସ: 2021କୁ ଘୁଞ୍ଚିଲା ଅଲଟିମେଟ ଟେବୁଲ ଟେନିସ

ମହାମାରୀ କୋରୋନା ଭାଇରସ କାରଣରୁ ସ୍ଥଗିତ ହେଲା ଅଲଟିମେଟ ଟେବୁଲ ଟେନିସ ଟୁର୍ଣ୍ଣାମେଣ୍ଟ (UTT) ।

UTT postponed to 2021 due to coronavirus pandemic
କୋରୋନା ଭାଇରସ: 2021କୁ ସ୍ଥଗିତ ଅଲଟିମେଟ ଟେବୁଲ ଟେନିସ
author img

By

Published : Oct 16, 2020, 9:02 PM IST

ମୁମ୍ବାଇ: ମହାମାରୀ କୋରୋନା ଭାଇରସ କାରଣରୁ ସ୍ଥଗିତ ହୋଇଛି ଅଲଟିମେଟ ଟେବୁଲ ଟେନିସ ଟୁର୍ଣ୍ଣାମେଣ୍ଟ( UTT) । ୟୁଟିଟିର 4ର୍ଥ ସଂସ୍କରଣ ଆସନ୍ତା ବର୍ଷ ଖେଳାଯିବାର ସମ୍ଭାବନା ରହିଛି ।

UTT postponed to 2021 due to coronavirus pandemic
ମୋନିକା ବାତ୍ରା

ଟେବୁଲ ଟେନିସ ଫେଡେରେସନ ଅଫ ଇଣ୍ଡିଆ(TTFI) ଓ ୟୁଟିଟି ମ୍ୟାନେଜମେଣ୍ଟ ମିଳିତ ଭାବେ, ଭାରତର ଏହି ପ୍ରମୁଖ ଟେବୁଲ ଟେନିସ ଇଭେଣ୍ଟକୁ ସ୍ଥଗିତ ଘୋଷଣା ନିଷ୍ପତ୍ତି ନେଇଛନ୍ତି । ଖେଳାଳିଙ୍କୁ ସୁରକ୍ଷାକୁ ପ୍ରାଥମିକତା ଓ ବର୍ତ୍ତମାନ କୋରୋନା ସଂକ୍ରମଣର ସ୍ଥିତିକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ୟୁଟିଟି ସହ-ପ୍ରୋତ୍ସାହକ ଭିତା ଦାନି ଓ ନିରଜ ବଜାଜ ମିଳିତ ଘୋଷଣାନାମାରେ କହିଛନ୍ତି ।

ଆସନ୍ତାବର୍ଷ ଅଲମ୍ପିକ ଗେମ୍ସ ଖେଳାଯିବର ବର୍ଷ ରହିଛି । ବର୍ତ୍ତମାନ ସ୍ଥିତିରେ ଏକାଧିକ ଦେଶରେ ଅନ୍ତର୍ଜାତୀୟ ଯାତ୍ରା ମଧ୍ୟ ସ୍ବାଭାବିକ ହୋଇନାହିଁ । ଏହି ଦୃଷ୍ଟିରୁ ଖେଳାଳିଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ସହ ଏହି ନିଷ୍ପତ୍ତି ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.