ETV Bharat / sports

କବାଡି ବିଶ୍ବକପ: ରୌପ୍ୟ ଜିଣିଲା ଭାରତ, ଅଟାରୀ ବର୍ଡର ଦେଇ ସ୍ବଦେଶ ଫେରିଲା ଦଳ - କବାଡି ବିଶ୍ବକପ 2020

କବାଡି ବିଶ୍ବକପ 2020ରେ ଭାରତ ଜିଣିଲା ରୌପ୍ୟ । ଆୟୋଜକ ଦଳ ପାକିସ୍ତାନ ଭାରତକୁ 43-41ରେ ମାତ୍‌ ଦେଇଛି । ତେବେ ରୌପ୍ୟ ନେଇ ଭାରତ ଫେରିଛନ୍ତି ଭାରତୀୟ ଟିମ ।

indian kabbadi team
indian kabbadi team
author img

By

Published : Feb 17, 2020, 10:33 PM IST

ଚଣ୍ଡିଗଡ: କବାଡି ବିଶ୍ବକପ 2020ରେ ଭାଗ ନେବାକୁ ପାକିସ୍ତାନ ଯାଇଥିଲା ଭାରତ । ଫାଇନାଲରେ ଚୀରପ୍ରତିଦ୍ବନ୍ଦ୍ବୀ ତଥା ଆୟୋଜକ ଦଳ ଠାରୁ ଭାରତ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛି ।

ତେବେ ସୋମବାର ଦିନ ଅଟାରୀ ବର୍ଡର ଦେଇ ଭାରତୀୟ କବାଡି ଟିମ ସ୍ବଦେଶ ଫେରିଛନ୍ତି । ପାକିସ୍ତାନ ଭାରତୀୟ ଦଳକୁ 43-41ରେ ମାତ୍‌ ଦେଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରୋପୋର୍ଟ, ଇଟିଭି ଭାରତ

ସୂଚନାଥାଉକି, 9 ଫେବୃଆରୀରେ ଏହି କବାଡି ବିଶ୍ବକପ ଲାହୋରଠାରେ ଆରମ୍ଭ ହୋଇଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଯାଇଥିବା ଭାରତୀୟ ଟିମ କ୍ରୀଡା ମନ୍ତ୍ରଣାଳୟ ଓ ଭାରତୀୟ ଅଲମ୍ପିକ ଆସୋସିଏସନ(ଆଇଓଏ) ଅନୁମତି ନେଇଥିବାରୁ ବିବାଦ ଉପୁଜିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.