ETV Bharat / sports

ଅଲମ୍ପିକ ପଦକ ବିଜେତା ଓଡିଆ ହକି ତାରକାଙ୍କୁ ଧର୍ମେନ୍ଦ୍ରଙ୍କ ସମ୍ବର୍ଦ୍ଧନା

author img

By

Published : Aug 14, 2021, 10:14 PM IST

Updated : Aug 14, 2021, 10:34 PM IST

ଟୋକିଓ ଅଲମ୍ପିକ୍‌ରେ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଟିମର ଦୁଇ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

Union Education Minister Dharmendra Pradhan felicitated Indian men's hockey team players Birendra Lakra and Amit Rohidas
ଅଲମ୍ପିକ ପଦକ ବିଜେତା ଓଡିଆ ହକି ତାରକାଙ୍କୁ ଧର୍ମେନ୍ଦ୍ରଙ୍କ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଟିମର ଦୁଇ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ହକି ଟିମ ଇଣ୍ଡିଆର ଏହି ଦୁଇ ଷ୍ଟାର ଡିଫେଣ୍ଡରଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି ଧର୍ମେନ୍ଦ୍ର । ଏନେଇ ନିଜେ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

  • Delighted to meet and felicitate Birendra Lakra and Amit Rohidas, stars of the Indian men’s #Hockey 🏑team which scripted history at the #Tokyo2020. Their performances glued the nation together and made everyone proud. May they continue to bring more glory to the country. 🇮🇳 pic.twitter.com/8UklC1tR4q

    — Dharmendra Pradhan (@dpradhanbjp) August 14, 2021 " class="align-text-top noRightClick twitterSection" data=" ">

Delighted to meet and felicitate Birendra Lakra and Amit Rohidas, stars of the Indian men’s #Hockey 🏑team which scripted history at the #Tokyo2020. Their performances glued the nation together and made everyone proud. May they continue to bring more glory to the country. 🇮🇳 pic.twitter.com/8UklC1tR4q

— Dharmendra Pradhan (@dpradhanbjp) August 14, 2021

"ଟୋକିଓ ଅଲମ୍ପିକରେ ଇତିହାସ ରଚିଥିବା ପୁରୁଷ ହକି ଟିମ ଇଣ୍ଡିଆର ଦୁଇ ଷ୍ଟାର ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ଭେଟି ଉତ୍ସାହିତ । ଟିମର ବିଜୟରେ ସେମାନଙ୍କ ଉପଯୋଗୀ ରହିଥିଲା ଓ ପ୍ରଭାବୀ ପ୍ରଦର୍ଶନ ମାଧ୍ୟମରେ ହୃଦୟ ଜିତିଥିଲେ । ଆଶାକରେ ଭବିଷ୍ୟତରେ ଦେଶପାଇଁ ସେମାନେ ଅଧିକ ଗୌରବ ଆଣିବେ," ଦୁଇ ଖେଳାଳିଙ୍କ ସହିତ ଫଟୋ ସେୟାର କରିବା ସହ ଏହା ଲେଖିଛନ୍ତି ଓଡିଶା ବିଜେପିର ପ୍ରମୁଖ ଚେହେରା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଷ୍ଟ୍ରପତି ଭବନକୁ ଅଲମ୍ପିଆନଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରିଥିଲେ । ବିଶ୍ବ ଚମ୍ପିଆନ ମହିଳା ବକ୍ସର ମେରୀ କମ, ବ୍ରୋଞ୍ଜ ବିଜୟୀ ପୁରୁଷ ହକି ଟିମର ସଦସ୍ୟ ସମେତ ସମସ୍ତ ବିଜେତା ଅଲମ୍ପିଆନ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ବ୍ରୋଞ୍ଜ ବିଜୟୀ ଭାରତୀୟ ପୁରୁଷ ହକି ଟିମର ଦୁଇ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ହକି ଟିମ ଇଣ୍ଡିଆର ଏହି ଦୁଇ ଷ୍ଟାର ଡିଫେଣ୍ଡରଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି ଧର୍ମେନ୍ଦ୍ର । ଏନେଇ ନିଜେ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

  • Delighted to meet and felicitate Birendra Lakra and Amit Rohidas, stars of the Indian men’s #Hockey 🏑team which scripted history at the #Tokyo2020. Their performances glued the nation together and made everyone proud. May they continue to bring more glory to the country. 🇮🇳 pic.twitter.com/8UklC1tR4q

    — Dharmendra Pradhan (@dpradhanbjp) August 14, 2021 " class="align-text-top noRightClick twitterSection" data=" ">

"ଟୋକିଓ ଅଲମ୍ପିକରେ ଇତିହାସ ରଚିଥିବା ପୁରୁଷ ହକି ଟିମ ଇଣ୍ଡିଆର ଦୁଇ ଷ୍ଟାର ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ଭେଟି ଉତ୍ସାହିତ । ଟିମର ବିଜୟରେ ସେମାନଙ୍କ ଉପଯୋଗୀ ରହିଥିଲା ଓ ପ୍ରଭାବୀ ପ୍ରଦର୍ଶନ ମାଧ୍ୟମରେ ହୃଦୟ ଜିତିଥିଲେ । ଆଶାକରେ ଭବିଷ୍ୟତରେ ଦେଶପାଇଁ ସେମାନେ ଅଧିକ ଗୌରବ ଆଣିବେ," ଦୁଇ ଖେଳାଳିଙ୍କ ସହିତ ଫଟୋ ସେୟାର କରିବା ସହ ଏହା ଲେଖିଛନ୍ତି ଓଡିଶା ବିଜେପିର ପ୍ରମୁଖ ଚେହେରା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଷ୍ଟ୍ରପତି ଭବନକୁ ଅଲମ୍ପିଆନଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରିଥିଲେ । ବିଶ୍ବ ଚମ୍ପିଆନ ମହିଳା ବକ୍ସର ମେରୀ କମ, ବ୍ରୋଞ୍ଜ ବିଜୟୀ ପୁରୁଷ ହକି ଟିମର ସଦସ୍ୟ ସମେତ ସମସ୍ତ ବିଜେତା ଅଲମ୍ପିଆନ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2021, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.