ETV Bharat / sports

ଡୋପ ଟେଷ୍ଟରେ ବିଫଳ ଭାରତୀୟ ବାସ୍କେଟବଲ ଷ୍ଟାର ସତନମ

author img

By

Published : Dec 7, 2019, 8:01 PM IST

ବ୍ୟାସ୍କେଟବଲ ଖେଳାଳି ସତନମ ସିଂହ ଭାମରା ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । 2015 ଏନବିଏ ଟିମରେ ପ୍ରଥମ ଭାରତୀୟ ଖେଳାଳି ଭାବେ ସତନମ ସିଂହ ଭାମର ସ୍ଥାନ ପାଇଥିଲେ ।

ସତନମ ସିଂହ ଭାମରା
ସତନମ ସିଂହ ଭାମରା

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ବିଫଳ ହୋଇ ଆଉ ଜଣେ ଖେଳାଳି ନିଲମ୍ବିତ । ବ୍ୟାସ୍କେଟବଲ ଖେଳାଳି ସତନମ ସିଂହ ଭାମରା ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । 2015 ଏନବିଏ ଟିମରେ ପ୍ରଥମ ଭାରତୀୟ ଖେଳାଳି ଭାବେ ସତନମ ସିଂହ ଭାମରା ସ୍ଥାନ ପାଇଥିଲେ ।

ବାଙ୍ଗାଲୁରୁରେ ନେସନାଲ ଆଣ୍ଟି ଡୋପିଂ ଏଜେନ୍ସି ପକ୍ଷରୁ ହୋଇଥିବା ପରୀକ୍ଷାରେ ପଞ୍ଜାବର 23 ବର୍ଷିୟ ଏହି ଖେଳାଳି ବିଫଳ ହୋଇଛନ୍ତି । ବ୍ୟକ୍ତିଗତ କାରଣରୁ ଭାମରା ଡିସେମ୍ବର 1ରୁ ଖେଳାଯାଉଥିବା ସାଉଥ ଏସିଆନ ଗେମ୍ସରୁ ଓହରି ଯାଇଛନ୍ତି । 2018 ରାଜ୍ୟଗୋଷ୍ଠୀ କ୍ରୀଡା ଓ 2019 ବିଶ୍ବକପ କ୍ବାଲିଫାୟାରରେ ସେ ଭାରତର ପ୍ରତିନିଧିତ୍ବ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.