ETV Bharat / sports

ଆଜି ଦିନର ପ୍ରମୁଖ କ୍ରୀଡା ସୂଚୀ - ଏସିଆନ ଅଲମ୍ପିକ କ୍ବାଲିଫାୟର

ନଜର ପକାସ୍ତୁ ଆଜି ଦିନର ପ୍ରମୁଖ କ୍ରୀଡା ସୂଚୀ ଉପରେ । ଆଜି ବେଙ୍ଗଲ ବନାମ ସୌରାଷ୍ଟ୍ର ରଣଜୀ ଟ୍ରଫି ଫାଇନାଲ ମୁକାବିଲାର 2ୟ ଦିନ । ଅନ୍ୟପଟେ ଏସିଆନ ଅଲମ୍ପିକ କ୍ବାଲିଫାୟର ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମୁକାବିଲା ରହିଛି ।

Top sports events of the day
ଆଜି ଦିନର ପ୍ରମୁଖ କ୍ରୀଡା ସୂଚୀ
author img

By

Published : Mar 10, 2020, 9:42 AM IST

ନୂଆଦିଲ୍ଲୀ: ଆଜି ସୌରାଷ୍ଟ୍ର ବନାମ ବେଙ୍ଗଲ ମଧ୍ୟରେ ଖେଳାଯାଉଥିବା ରଣଜୀ ଟ୍ରଫି ଫାଇନାଲ ମ୍ୟାଚର 2ୟ ଦିନ ରହିଛି ।

ନଜର ପକାନ୍ତୁ ଆଜି ଦିନର କ୍ରୀଡା ସୂଚୀ ଉପରେ:

1. କ୍ରିକେଟ- ଆଜି ଅଲମ୍ପିକ କ୍ବାଲିଫାୟର (9.30 AM)

2. କ୍ରିକେଟ- ସୌରାଷ୍ଟ୍ର ବନାମ ବେଙ୍ଗଲ, ରଣଜୀ ଟ୍ରଫି ଫାଇନାଲର 2ୟ ଦିନ(2.00PM)

3. କ୍ରିକେଟ- ଆଫଗାନିସ୍ତାନ ବନାମ ଆୟରଲାଣ୍ଡ(2.30 PM)

4. ବକ୍ସିଂ- ଏସିଆନ ଅଲମ୍ପିକ କ୍ବାଲିଫାୟର ସେମି ଫାଇନାଲ

ଲଭଲିନା ବୋରଗହିନ ବନାମ ଜିୟୁ ହଂ(ମହିଳା 69 କିଲୋଗ୍ରାମ)

ବିକାଶ କ୍ରୀଷାନ ବନାମ ଜୁସପୋଭ ଏବଲଖାନ(69 କିଲୋଗ୍ରାମ)

ମନିଷ କୌଶିକ ବନାମ ଗରସିଡ ହରିସନ(63 କିଲୋଗ୍ରାମ)

ସଚିନ କୁମାର ବନାମ ନଗୁୟେନ ମନହ କ୍ୟୁଓଙ୍ଗ(81 କିଲୋଗ୍ରାମ)

6.ଫୁଟବଲ ଆଇ ଲିଗ- ମୋହୁନ ବଗାନ ବନାମ ଐଜଲ(5.00 PM)

FCNEROCA ବନାମ ମିନେର୍ଭା(7.00PM)

7. କ୍ରିକେଟ- ରୋଡ ସେଫଟି ୱାର୍ଲ୍ଡ ସିରିଜ ଟି-20 2020(3ୟ ମ୍ୟାଚ)

ଇଣ୍ଡିଆ ଲିଜେଣ୍ଡସ ବନାମ ଶ୍ରୀଲଙ୍କା ଲିଜେଣ୍ଡସ

8. ବକ୍ସିଂ- ଏସିଆନ ଅଲମ୍ପିକ କ୍ବାଲିଫାୟାର ସେମିଫାଇନାଲ

ସିମ୍ରନଜିତ କୌର ବନାମ ୟୁ ସିହ(ମହିଳା60 କିଲୋଗ୍ରାମ)

ପୂଜୀ ରାନୀ ବନାମ ଲି କ୍ବାନ(ମହିଳା 75 କିଲୋଗ୍ରାମ)

ଆଶିଷ କୁମାର ବନାମ ମାର୍ସିଆଲ ୟୁମିର(ପୁରୁଷ 75 କିଲୋଗ୍ରାମ)

ସତୀଶ କୁମାର ବନାମ ଜଲୋଲଭ ବଖୋଦିର(ପୁରୁଷ 91 କିଲୋଗ୍ରାମ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.