ETV Bharat / sports

ଜାଣନ୍ତୁ, ଆଜି ଦିନର ଖେଳସୂଚୀ

author img

By

Published : Feb 28, 2020, 8:22 AM IST

ଆଜି ଖେଳ ଜଗତରେ ଅନେକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ । ମହିଳା ବିଶ୍ବକପରେ ଇଂଲଣ୍ଡ-ପାକିସ୍ତାନ ମ୍ଯାଚଠାରୁ ଆରମ୍ଭ କରି ଅନେକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ରହିଛି । ତେବେ ନଜର ପକାନ୍ତୁ କଣ କଣ ରହିଛି ଆଜିର ମ୍ୟାଚ...

top-sports-events-of-the-day
ଜାଣନ୍ତୁ, ଆଜି ଦିନର ଖେଳସୂଚୀ
  • ଫୁଟବଲ ୟୁଫା ୟୁରୋପ ଲିଗ୍‌- ସକାଳ 1.30
  1. ମଞ୍ଚେଷ୍ଟାର ୟୁନାଇଟେଡ ବନାମ କ୍ଲବ ବର୍ଗ
  2. ବେନଫିକା ବନାମ ସକତାର ଡୋନେଷ୍ଟେକ
  3. ଇଣ୍ଟର ମିଲାନ ବନାମ ଲୁଡୁଗୋରେଟ
  4. ଆଜାକ୍ସ ବନାମ ଗେଟାଫେ ସିଏଫ
  5. ସେଭିଲା ବନାମ ସିଆରଏଫ କ୍ଲବ
  • ମହିଳା ଟି-20 ବିଶ୍ବକପ
  1. ଦ.ଆଫ୍ରିକା ବନାମ ଥାଇଲାଣ୍ଡ- 9.30 ସକାଳ
  2. ଇଂଲଣ୍ଡ ବନାମ ପାକିସ୍ତାନ- ଅପରାହ୍ନ 1.30

ଫୁଟବଲ ଆଇ-ଲିଗ୍‌

  1. ଇଣ୍ଡିଆନ ଆରୋ ବନାମ ଚେନ୍ନାଇ ସିଟି
  • ଖେଲୋ ଇଣ୍ଡିଆର 8ମ ଦିନ

  • ଫୁଟବଲ ୟୁଫା ୟୁରୋପ ଲିଗ୍‌- ସକାଳ 1.30
  1. ମଞ୍ଚେଷ୍ଟାର ୟୁନାଇଟେଡ ବନାମ କ୍ଲବ ବର୍ଗ
  2. ବେନଫିକା ବନାମ ସକତାର ଡୋନେଷ୍ଟେକ
  3. ଇଣ୍ଟର ମିଲାନ ବନାମ ଲୁଡୁଗୋରେଟ
  4. ଆଜାକ୍ସ ବନାମ ଗେଟାଫେ ସିଏଫ
  5. ସେଭିଲା ବନାମ ସିଆରଏଫ କ୍ଲବ
  • ମହିଳା ଟି-20 ବିଶ୍ବକପ
  1. ଦ.ଆଫ୍ରିକା ବନାମ ଥାଇଲାଣ୍ଡ- 9.30 ସକାଳ
  2. ଇଂଲଣ୍ଡ ବନାମ ପାକିସ୍ତାନ- ଅପରାହ୍ନ 1.30

ଫୁଟବଲ ଆଇ-ଲିଗ୍‌

  1. ଇଣ୍ଡିଆନ ଆରୋ ବନାମ ଚେନ୍ନାଇ ସିଟି
  • ଖେଲୋ ଇଣ୍ଡିଆର 8ମ ଦିନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.