ETV Bharat / sports

କ୍ରିକେଟରଙ୍କ ପରି ଅଲମ୍ପିକ ଆଥଲେଟଙ୍କୁ ସମର୍ଥନ ପାଇଁ କ୍ରୀଡାମନ୍ତ୍ରୀଙ୍କ ଆହ୍ବାନ

କ୍ରିକେଟରଙ୍କୁ ଯେପରି ସମର୍ଥନ ଓ ସହଯୋଗ ମିଳୁଛି, ଅଲମ୍ପିକ ଖେଳାଳିଙ୍କୁ ମଧ୍ୟ ସମାନ ପ୍ରକାର ସମର୍ଥନ କରନ୍ତୁ ବୋଲି ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ...

author img

By

Published : Jun 27, 2021, 7:05 AM IST

Support Olympic-bound athletes like our cricketers: Rijiju
କ୍ରିକେଟରଙ୍କ ପରି ଅଲମ୍ପିକ ଆଥଲେଟଙ୍କୁ ସମର୍ଥନ ପାଇଁ କ୍ରୀଡାମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ: ଦେଶର ଅଲମ୍ପିକ ଯୋଗ୍ୟ ଆଥଲେଟ ଜାତୀୟ ହିରୋ । ସେଥିପାଇଁ କ୍ରିକେଟରଙ୍କୁ ଯେପରି ସମର୍ଥନ ଓ ସହଯୋଗ ମିଳୁଛି, ଅଲମ୍ପିକ ଖେଳାଳିଙ୍କୁ ମଧ୍ୟ ସମାନ ପ୍ରକାର ସମର୍ଥନ କରନ୍ତୁ ବୋଲି ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜଜୁ ।

ଅଲମ୍ପିକ ଯାତ୍ରା ଓ ଅଲମ୍ପିକର ଗୁରୁତ୍ବ ଦେଶର ଭାଗରେ ପହଞ୍ଚିବା ସହ ପ୍ରତିଟି ଲୋକେ ବୁଝିବା ଆବଶ୍ୟକ । କ୍ରୀଡା ଏକ ଦେଶର ବୃହତ୍ତମ ସପ୍ଟ ପାଓ୍ବାର ବୋଲି କହିଛନ୍ତି ରିଜଜୁ ।

ବ୍ୟାଡମିଣ୍ଟନ ମୁଖ୍ୟ କୋଚ ପୁଲେଲା ଗୋପୀଚାନ୍ଦ ଅଲମ୍ପିକକୁ ନେଇ ଆଥଲେଟଙ୍କ ଆତ୍ମବିଶ୍ବାସ ଦୃଢ ରହିଛି ବୋଲି କହିଛନ୍ତି । ସରକାର ଆଥଲେଟ୍‌ଙ୍କୁ ଯଥା ସମ୍ଭବ ସହଯୋଗ ପାଇଁ ପ୍ରୟାସ କରୁଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.