ETV Bharat / sports

କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ କଲେ ସାଇ ଟ୍ରେନିଙ୍ଗ କେନ୍ଦ୍ରର ଉଦ୍‌ଘାଟନ - କ୍ରୀଡା ମନ୍ତ୍ରୀ କିରିଣ ରିଜିଜ୍ଜୁ

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରିଣ ରିଜିଜ୍ଜୁ ଶନିବାର ଦିନ ଆସାମର ସୋଲାଲ ଗାଁରେ ସାଇର ନୂତନ ଟ୍ରେନିଙ୍ଗ ସେଣ୍ଟରର ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ଏହି କେନ୍ଦ୍ରରେ ଭାରୋତ୍ତୋଳନ ଓ ବକ୍ସିଂର ଖେଳାଳିମାନଙ୍କୁ ଟ୍ରେନିଙ୍ଗ ସୁବିଧା ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ...

କ୍ରୀଡା ମନ୍ତ୍ରୀ କିରିଣ ରିଜିଜ୍ଜୁ  କଲେ ଆସାମରେ ସାଇ ଟ୍ରେନିଙ୍ଗ କେନ୍ଦ୍ରର ଉଦ୍‌ଘାଟନ

author img

By

Published : Jan 31, 2021, 9:40 AM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ଶନିବାର ଦିନ ଆସାମର ସୋଲାଲ ଗାଁରେ ସାଇର ନୂତନ ଟ୍ରେନିଙ୍ଗ ସେଣ୍ଟରର ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ଏହି କେନ୍ଦ୍ରରେ ଭାରୋତ୍ତୋଳନ ଓ ବକ୍ସିଂର ଖେଳାଳିମାନଙ୍କୁ ଟ୍ରେନିଙ୍ଗ ସୁବିଧା ଯୋଗାଇ ଦିଆଯିବ ।

ଟ୍ରେନିଙ୍ଗ କେନ୍ଦ୍ରରେ ଖେଳାଳିଙ୍କ ପାଇଁ ହଷ୍ଟେଲ ଓ ଅନେକ ଖେଳ ପାଇଁ ଇଣ୍ଡୋର ହଲ୍‌ର ବ୍ୟବସ୍ଥା କରାଯିବ । ହଷ୍ଟେଲରେ 70ଜଣ ଖେଳାଳି ରହି ପାରିବେ ।

ଏଥିସହ ଆସାମ ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲ ଫିଟ୍‌ ଇଣ୍ଡିଆ ଫିଟନେସର ପ୍ରୋଟୋକଲ ଲଞ୍ଚ କରିଛନ୍ତି ।

ତେବେ ଏହି ଅବସରରେ ରିଜିଜ୍ଜୁ କହିଛନ୍ତି ଯେ, ଉତ୍ତରପୂର୍ବରେ ଲୋକମାନେ ଖେଳରେ ବହୁତ ଭଲ ପ୍ରଦର୍ଶନ କରନ୍ତି । ଏଠାରେ ବହୁତ ଧୁରନ୍ଧର ଖେଳାଳି ରହିଛନ୍ତି ଯେଉଁମାନେ ଭାରତୀୟ ଦଳରେ ଯୋଗଦାନ ଦେବାର କ୍ଷମତା ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.