ETV Bharat / sports

SPORTS: ଆଜି ଦିନର ଖେଳସୂଚୀ

author img

By

Published : Jul 30, 2019, 6:27 AM IST

ନଜର ପକାନ୍ତୁ, କେଉଁ କେଉଁ ସ୍ପୋର୍ଟ୍ସ ଇଭେଣ୍ଟ ଆଜିର ଦିନରେ ରହିଛି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଆଜି ପୁରା ଦିନରେ ଖେଳ ଖବର ଆମେ ଆପଣ ମାନଙ୍କ ପାଖରେ ପହଁଚାଇବୁ । ତେବେ ଥାଇଲାଣ୍ଡ ଓପନ ବ୍ୟାଡ ମିଣ୍ଟନରୁ ଆଜି ଦିନର କ୍ରୀଡାଜଗତ ଚଳଚଞ୍ଚଳ ହେଉଛି ।

ତେବେ ନଜର ପକାନ୍ତୁ, କେଉଁ କେଉଁ ସ୍ପୋର୍ଟ୍ସ ଇଭେଣ୍ଟ ଆଜିର ଦିନରେ ରହିଛି ।

ସକାଳ 8.30- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)

ସୌରଭ ବର୍ମା ବନାମ କାନ୍ତାୱତ ଲିଲାଭେଚ୍ଛାବୁତ୍ର( ଥାଇଲାଣ୍ଡ )

ସକାଳ 10.45- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)

ଅପରାହ୍ନ 3.30- 7ମ ୟୁଥ ଦିନିକିଆ(କ୍ରିକେଟ)

ଭାରତ ଅଣ୍ଡର-19 ବନାମ ବାଂଲାଦେଶ ଅଣ୍ଡର-19

ସଂଧ୍ୟା 5.10- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)
ସଂଧ୍ୟା 6.00- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)


ତେବେ କ୍ରୀଡା ଦୁନିଆର ଟିକିନିକି ଖବର ଅପଡେଟ ପାଇଁ 'ଇଟିଭି ଭାରତ' ସହ ଯୋଡି ହୋଇ ରୁହନ୍ତୁ ।

ହାଇଦ୍ରାବାଦ: ଆଜି ପୁରା ଦିନରେ ଖେଳ ଖବର ଆମେ ଆପଣ ମାନଙ୍କ ପାଖରେ ପହଁଚାଇବୁ । ତେବେ ଥାଇଲାଣ୍ଡ ଓପନ ବ୍ୟାଡ ମିଣ୍ଟନରୁ ଆଜି ଦିନର କ୍ରୀଡାଜଗତ ଚଳଚଞ୍ଚଳ ହେଉଛି ।

ତେବେ ନଜର ପକାନ୍ତୁ, କେଉଁ କେଉଁ ସ୍ପୋର୍ଟ୍ସ ଇଭେଣ୍ଟ ଆଜିର ଦିନରେ ରହିଛି ।

ସକାଳ 8.30- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)

ସୌରଭ ବର୍ମା ବନାମ କାନ୍ତାୱତ ଲିଲାଭେଚ୍ଛାବୁତ୍ର( ଥାଇଲାଣ୍ଡ )

ସକାଳ 10.45- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)

ଅପରାହ୍ନ 3.30- 7ମ ୟୁଥ ଦିନିକିଆ(କ୍ରିକେଟ)

ଭାରତ ଅଣ୍ଡର-19 ବନାମ ବାଂଲାଦେଶ ଅଣ୍ଡର-19

ସଂଧ୍ୟା 5.10- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)
ସଂଧ୍ୟା 6.00- ଥାଇଲାଣ୍ଡ ଓପନ(ବ୍ୟାଡମିଣ୍ଟନ)


ତେବେ କ୍ରୀଡା ଦୁନିଆର ଟିକିନିକି ଖବର ଅପଡେଟ ପାଇଁ 'ଇଟିଭି ଭାରତ' ସହ ଯୋଡି ହୋଇ ରୁହନ୍ତୁ ।

() ପୁଣି କଂଗ୍ରେସରେ ଆରମ୍ଭ ହେଲା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହଟାଓ ଅଭିଯାନ। ପ୍ରଥମେ ଏହି ନାରା ଦେଇଛନ୍ତି ଏଆଇସିସି ମେମ୍ବର ପ୍ରକାଶ ଜେନା। ପ୍ରକାଶ ଅଭିଯୋଗ କରିଛନ୍ତି ଯେ ଟିକେଟ ବଣ୍ଟନରେ ଅନିୟମିତତା ହୋଇଛି। ଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ ଦିଆଯାଇନାହିଁ। ଟିକେଟ ପ୍ରଦାନ କରିବାରେ ପାନ୍ତର ଅନ୍ତର କରାଯାଇଇଛି। ଧ୍ରୁତ ରାଷ୍ଟ୍ର ଭଳି ବସି ରହି ବାପ ପୁଅ, ବାପ ଝିଅଙ୍କୁ ଟିକେଟ ବାଣ୍ଟିଲେ।  କଳା ଟଙ୍କା ଏବଂ ନାରୀ  ଯିଏ ଦେଲା ତାଙ୍କୁ ଟିକେଟ ଦିଆଯାଇଛି। ସବୁଠୁ ଖରାପ ସଭାପତି ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ।  ନିରଞ୍ଜନଙ୍କ ସାଙ୍ଗଠନିକ କ୍ଷମତା ନାହିଁ। ଖାଲି ପଇସା ବଳରେ ସଭାପତି ହୋଇଛନ୍ତି। ଓଡିଶା ଇତିହାସରେ ପ୍ରଥମ ମହିଳା କଂଗ୍ରେସ ସଭାପତି ଦଳ ଛାଡିଛନ୍ତି। ଘଷିପୁରାରେ  ମଧ୍ୟ ନିରଞ୍ଜନଙ୍କୁ ଗ୍ରହଣ କରୁନାହାନ୍ତି । ତେଣୁ ସେ ତୁରନ୍ତ  ନିର୍ବାଚନରୁ ଓହରି ଯିବା ସହ ପିସିସି ସଭାପତି  ପଦରୁ ଇସ୍ତଫା ଦିଅନ୍ତୁ। ନଚେତ ଏନେଇ ଖୁବଶିଘ୍ର ରାହୁଲ ଗାନ୍ଧୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯିବ ବୋଲି କହିଛନ୍ତି ପ୍ରକାଶ ଜେନା।  ଏପଟେ  ଓଡିଶା ଦାୟୀତ୍ବରେ ଥିବା ଏଆଇସିସି ସମ୍ପାଦକ ରୁଦ୍ରରାଜୁ କହିଛନ୍ତି  ଯେଉଁ କଂଗ୍ରେସ ନେତା ମାନେ ଏହି ସମୟରେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ।
ବାଇଟ- ପ୍ରକାଶ  ଜେନା, ଏଆଇସିସି ମେମ୍ବର
ବାଇଟ- ରୁଦ୍ର ରାଜୁ, ଏଆଇସିସି ସମ୍ପାଦକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.