ETV Bharat / sports

ଦକ୍ଷିଣ ଏସିଆ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ଭଲିବଲ୍‌ ଦଳ - ଦକ୍ଷିଣ ଏସିଆ ଟୁର୍ଣ୍ଣାମେଣ୍ଟ ନ୍ୟୁଜ

ଭାରତୀୟ ମହିଳା ଭଲିବଲ୍‌ ଟିମ୍‌  ସେମିଫାଇନାଲରେ ମାଳଦ୍ବୀପକୁ ପରାସ୍ତ କରି 13ତମ ଦକ୍ଷିଣ ଏସିଆ ଟୁର୍ଣ୍ଣାମେଣ୍ଟର ଫାଇନାଲ ଇଭେଣ୍ଟରେ ପ୍ରବେଶ କରିଛି । ସେହିପରି ଆଜି ଭାରତୀୟ ପୁରୁଷ ଦଳ ସେମିଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ।

final
indian womens volleyball team
author img

By

Published : Dec 1, 2019, 7:06 AM IST

କାଠମାଣ୍ଡୁ: ଭାରତୀୟ ମହିଳା ଭଲିବଲ୍‌ ଟିମ୍‌ ଶନିବାର ଦିନ 13ତମ ଦକ୍ଷିଣ ଏସିଆ ଟୁର୍ଣ୍ଣାମେଣ୍ଟର ଫାଇନାଲ ଇଭେଣ୍ଟରେ ପ୍ରବେଶ କରିଛନ୍ତି । ମହିଳା ଦଳ ସେମିଫାଇନାଲରେ ମାଳଦ୍ବୀପକୁ 25-14, 25-6,25-17ରେ ପରାସ୍ତ କରି ଅନ୍ତିମ ପର୍ଯ୍ୟାୟରେ ପ୍ରବେଶ କରିଛି ।

ତେବେ ମହିଳାଦଳ ଫାଇନାଲ୍‌ ମ୍ୟାଚରେ ଆୟୋଜକ ଦଳ ନେପାଳକୁ ଭେଟିବ । ତେବେ ନେପାଳ ମହିଳା ଦଳ ସେମିଫାନାଲ ମ୍ୟାଚରେ ଶ୍ରୀଲଙ୍କା ଟିମକୁ 25-14, 25-18,25-17ରେ ପରାସ୍ତ କରିଛି ।

ଅନ୍ୟପଟେ ଭାରତୀୟ ପୁରୁଷ ଦଳ ଆଜି ଶ୍ରୀଲଙ୍କା ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିବ । ସେହିପରି 2ୟ ସେମିଫାଇନାଲ ମ୍ୟାଚ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଖେଳାଯିବ ।

ସୂଚନାଥାଉକି, ଏହି 13ତମ ଦକ୍ଷିଣ ଏସିଆ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବ 10 ଡିସେମ୍ବରରେ ଅନୁଷ୍ଠିତ ହେବ । ଏହି ଉଦ୍‌ଯାପନୀ ସମାରେହରେ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଉପସ୍ଥିତ ରହିବେ ।

Intro:Body:

Bhubaneswar:  Deepanjali Swain, a 19-year-old girl from a slum in Bhubaneswar of Odisha is representing India at the 25th International Conference on Population and Development (ICPD25) at Nairobi, also known as Nairobi Summit.

Swain works as a peer leader (Pragati Sathi) under the socially smart project of Bhubaneswar Smart City Limited (BSCL) to educate the local community on various issues, impart leadership training to the children and youth in the slum and raise issues and problems faced by them. She reached the international arena with her leadership abilities and dedicated social work.

This year marks the 25th anniversary of the International Conference on Population and Development (ICPD) in Cairo, where 179 governments adopted a landmark Programme of Action which set out to empower women and girls for their sake, and for the benefit of their families, communities and nations.

Swain, whose father is a contractual employee in a government-run printing press and mother a housewife, visited Nairobi to attend the ICPD25 summit.

Apart from social work, she is also studying OT Technician course under Para-medical disciplines at the Centurion University of Technology and Management.

It may be mentioned here that the Socially Smart Project of BSCL and BMC carried out with support from the United Nations Population Fund (UNFPA) is a mechanism of social change and equity that strives to give a better life and opportunity to slum dwellers.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.