ETV Bharat / sports

ସଟ୍‌ଗନ ବିଶ୍ବକପ: ବ୍ରୋଞ୍ଜରେ ସନ୍ତୁଷ୍ଟ ଭାରତ - ସଟ୍‌ଗନ ବିଶ୍ବକପ

କାଇରୋରେ ଖେଳାଯାଉଥିବା ସଟଗନ ବିଶ୍ବକପରେ ଶୁକ୍ରବାର ଭାରତୀୟ ସ୍କିଟ ଟିମ ଅଙ୍ଗଦବୀର ସିଂହ ବଜୱା, ମେଇରାଜ ଅହମ୍ମଦ ଖାନ ଓ ଗୁରଜୋତ ଖାଙ୍ଗୁରା, କାଜାଖିସ୍ତାନକୁ 6-2ରେ ହରାଇ ଦଳଗତ ଭାବେ ବ୍ରୋଞ୍ଜ ପଦକ ବିଜେତା ହୋଇଛି । ଅଧିକ ପଢନ୍ତୁ...

Shotgun World Cup: Indian men win skeet team bronze
ସଟ୍‌ଗନ ବିଶ୍ବକପ: ବ୍ରୋଞ୍ଜରେ ସନ୍ତୁଷ୍ଟ ଭାରତ
author img

By

Published : Feb 27, 2021, 9:10 PM IST

ନୂଆଦିଲ୍ଲୀ: ସଟ୍‌ଗନ ବିଶ୍ବକପରେ ବ୍ରୋଞ୍ଜ ଜିତିଲା ଭାରତ । କାଇରୋରେ ଖେଳାଯାଉଥିବା ସଟଗନ ବିଶ୍ବକପରେ ଶୁକ୍ରବାର ଭାରତୀୟ ସ୍କିଟ ଟିମ ଅଙ୍ଗଦବୀର ସିଂହ ବଜୱା, ମେଇରାଜ ଅହମ୍ମଦ ଖାନ ଓ ଗୁରଜୋତ ଖାଙ୍ଗୁରା, କାଜାଖିସ୍ତାନକୁ 6-2ରେ ହରାଇ ଦଳଗତ ଭାବେ ବ୍ରୋଞ୍ଜ ପଦକ ବିଜେତା ହୋଇଛି ।

ଏକକ ବର୍ଗରେ ଭାରତୀୟ ସୁଟରଙ୍କ ପ୍ରଦର୍ଶନ ପ୍ରଭାବୀ ହୋଇପାରିନଥିଲା । ତେବେ ଚଳିତ ସିଜିନର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ବ୍ରୋଞ୍ଜ ଜିତିଥିବାରୁ ସାମାନ୍ୟ ଆସ୍ବସ୍ଥିକର ହୋଇଛି ।

ବ୍ୟକ୍ତିଗତ ବର୍ଗରେ ଭଲ ପ୍ରଦର୍ଶନ ସହ ଭାରତୀୟ ସୁଟର ଅଲମ୍ପିକ ଯୋଗ୍ୟତା ହାସଲ କରିବା ଆଶା କରାଯାଉଥିଲା । ମାତ୍ର ବଜୱା ଓ ଖାନ୍‌ ପ୍ରଭାବୀ ସାବ୍ୟସ୍ତ ହୋଇପାରିନଥିଲେ । ଖାନ 150ରୁ 113 ପଏଣ୍ଟ ସହ 28ତମ ସ୍ଥାନରେ ଓ ବଜୱା 150ରୁ 113 ପଏଣ୍ଟ ସହ 30 ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.