ETV Bharat / sports

ଅଲମ୍ପିକ ଟିକେଟ ହାତେଇଲେ ସୁଟର ଦିପକ କୁମାର - ଏସିଆନ ଚମ୍ପିଆନସିପ ଦିପକ କୁମାର

କତାରର ରାଜଧାନୀ ଦୋହା ଠାରେ ଆୟୋଜିତ ହେଉଥିବା 14ତମ ଏସିଆନ ଚମ୍ପିଆନସିପରେ 10 ମିଟର ଏୟାର ରାଇଫଲ ବର୍ଗରେ ବ୍ରୋଞ୍ଜ ମେଡାଲ ଜିତିବା ସହ ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି ସୁଟର ଦିପକ କୁମାର।

ଦିପକ କୁମାର
author img

By

Published : Nov 5, 2019, 5:44 PM IST

ଦୋହା: ଆସନ୍ତାବର୍ଷ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ହେଉଥିବା 2020 ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସୁଟର ଦିପକ କୁମାର। ସେ ସୁଟିଂରେ ଭାରତର 10ମ ଖେଳାଳି ଭାବେ ଅଲମ୍ପିକ ପାଇ ସ୍ଥାନ ପକ୍କା କରିଛନ୍ତି । ଏହାପୂର୍ବରୁ ରାଇଫଲ ଓ ବନ୍ଧୁକଚାଳନାରେ 9ଟି ସ୍ଥାନ ଅଲମ୍ପିକରେ ହାସଲ କରିଛି। ଚାଇନା 25 ଓ କୋରିଆ 12 ଓ ଜାପାନ 12ଟି ସ୍ଥାନ ପକ୍କା କରିଛି।

ଅନ୍ୟପଟେ କତାରର ରାଜଧାନୀ ଦୋହା ଠାରେ ଅନୁଷ୍ଠିତ ହେଉଥିବା 14ତମ ଏସିଆନ ଚମ୍ପିଆନସିପରେ 10 ମିଟର ଏୟାର ରାଇଫଲ ବର୍ଗରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଦିପକ। ଏଥିସହିତ ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି।2018 ISSF ବିଶ୍ବକପରେ ଦିପକ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.