ନୂଆଦିଲ୍ଲୀ: ଚଲା ରେସ୍ ଆଥଲେଟ ସନ୍ଦୀପ କୁମାର, ରାହୁଲ କୁମାର ଓ ପ୍ରିୟଙ୍କା ଗୋସ୍ବାମୀ ପ୍ରଥମ ଭାରତୀୟ ଆଥଲେଟ ଭାବେ ବିଶ୍ବ ଆଥଲେଟିକ ଚମ୍ପିଆନସିପର 20 କିଲୋମିଟର ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତା ବର୍ଷ ଜୁଲାଇ 15ରୁ 24 ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ ।
-
National Records in both Men & Women 20km Race Walk here in Ranchi.
— Athletics Federation of India (@afiindia) February 13, 2021 " class="align-text-top noRightClick twitterSection" data="
Sandeep Kumar 1:20:16 (M)
Priyanka Goswami 1:28:45 (W)#RoadToTokyo #Olympics
Congrats to both athletes along with second placed Rahul (1:20:26) in men's event for Olympic Qualification. pic.twitter.com/mzOJ60smKM
">National Records in both Men & Women 20km Race Walk here in Ranchi.
— Athletics Federation of India (@afiindia) February 13, 2021
Sandeep Kumar 1:20:16 (M)
Priyanka Goswami 1:28:45 (W)#RoadToTokyo #Olympics
Congrats to both athletes along with second placed Rahul (1:20:26) in men's event for Olympic Qualification. pic.twitter.com/mzOJ60smKMNational Records in both Men & Women 20km Race Walk here in Ranchi.
— Athletics Federation of India (@afiindia) February 13, 2021
Sandeep Kumar 1:20:16 (M)
Priyanka Goswami 1:28:45 (W)#RoadToTokyo #Olympics
Congrats to both athletes along with second placed Rahul (1:20:26) in men's event for Olympic Qualification. pic.twitter.com/mzOJ60smKM
ଶନିବାର, ରାଞ୍ଚିରେ ଖେଳାଯାଇଥିବା ଅଷ୍ଟମ ନ୍ୟାସନାଲ ରେସ ୱାକିଂ ଚମ୍ପିଆନସିପ 20 କିଲୋମିଟର ଇଭେଣ୍ଟରେ ବିଜୟୀ ହୋଇଛନ୍ତି ଏହି ତିନି ଖେଳାଳି । ଏଥିସହ ସମ୍ମାନଜନକ ଆଥଲେଟିକ ଚମ୍ପିଆନସିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟପଟେ ଏହି ବିଜୟ 2021 ଟୋକିଓ ଅଲମ୍ପିକ୍ସ ଗେମ୍ସ କୋଟା ମଧ୍ୟ ଦେବାରେ ସହାୟକ ହେବ ।
ବିଶ୍ବ ଆଥଲେଟିକ ଚମ୍ପିଆନସିପରେ 35 କିଲୋମିଟର ୱାକ ରେସ୍ ଇଭେଣ୍ଟ ଥିବା ଯାେଗୁଁ, 50 କିଲୋମିଟର ବଦଳରେ ଭାରତୀୟ ଆଥଲେଟିକ୍ସ ମହାସଂଘ ରବିବାର ରାଞ୍ଚିରେ 35 କିଲୋମିଟର ରେସ ଆୟୋଜନ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ