ETV Bharat / sports

ବିଶ୍ବ କ୍ରୀଡାର ମହାନତମ ଖେଳାଳି ବ୍ରାୟଣ୍ଟଙ୍କ ନିଧନ, କ୍ରୀଡା ଜଗତ ସ୍ତବ୍ଧ

author img

By

Published : Jan 27, 2020, 4:38 PM IST

Updated : Jan 27, 2020, 5:07 PM IST

ମହାନ ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟଙ୍କ ନିଧନକୁ ସହଜରେ ଗ୍ରହଣ କରିପାରିନାହିଁ କ୍ରୀଡା ଜଗତ । ବିଶ୍ବ ଏହି ଖବରକୁ ନେଇ ସ୍ତବ୍ଧ । ଅଧିକ ପଢନ୍ତୁ...

Sports fraternity expresses grief
ବ୍ରାୟଣ୍ଟଙ୍କ ନିଧନ

ହାଇଦ୍ରାବାଦ: ମହାନ ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟଙ୍କ ନିଧନକୁ ସହଜରେ ଗ୍ରହଣ କରିପାରିନାହିଁ କ୍ରୀଡା ଜଗତ । ପୁରା ବିଶ୍ବ ଏହି ଖବରକୁ ନେଇ ସ୍ତବ୍ଧ । ବ୍ରାୟଣ୍ଟଙ୍କ ହସହସ ମୁହଁକୁ ଅନେକ କ୍ରୀଡାବିତ ମନରୁ କାଢିପାରୁନାହାଁନ୍ତି । ଅନେକ ଖେଳାଳି ସାମାଜିକ ଗଣମାଧ୍ୟମରେ ମହାନ ଖେଳାଳି ବ୍ରୟାଣ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମରଣୀୟ ପ୍ରଦର୍ଶନକୁ ସେୟାର କରିଛନ୍ତି ।

Sports fraternity expresses grief
ସୌଜନ୍ୟ: ସୋସିଆଲ ମିଡିଆ
Sports fraternity expresses grief
ସୌଜନ୍ୟ: ସୋସିଆଲ ମିଡିଆ

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ଓପନର ରୋହିତ ଶର୍ମା, ବ୍ରାୟଣ୍ଟଙ୍କ ନିଧନ ଖବରକୁ ଅବିଶ୍ବସନୀୟ ଓ ହୃଦୟବିଦାରକ କହିଛନ୍ତି । ଏଥିସହିତ ବିଶ୍ବ କ୍ରୀଡାଜଗତର ଏହି କ୍ଷତି ଅପୂରଣୀୟ ବୋଲି କହିଛନ୍ତି । ଫୁଟବଲ ଷ୍ଟାର ଲିଓ ମେସି ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । କୋବେ ଅନେକ କ୍ରୀଡାବିତଙ୍କ ପ୍ରେରଣାର ଉତ୍ସ ଥିଲେ ବୋଲି କ୍ରିଷ୍ଟିଆନ ରୋନାଲ୍ଡ କହିଛନ୍ତି । ଟେନିସ କୋର୍ଟରୁ ମଧ୍ୟ ସମବେଦନା ଓ ଆବେଗପୂର୍ଣ୍ଣ ଟ୍ବିଟ ଦେଖିବାକୁ ମିଳିଛି । ସକାଳୁ ନିଦରୁ ଉଠି ଏହି ଖବର ଶୁଣି ସେ ଭାଙ୍ଗି ପଡିଥିବା କହିଛନ୍ତି ରାଫାଲ ନାଡାଲ । ଏଥିସହିତ ସେ କୋବେ ବ୍ରାୟଣ୍ଟଙ୍କୁ ବିଶ୍ବ କ୍ରୀଡାର ମହାନତମ ଖେଳାଳି ଥିଲେ ବୋଲି କହିଛନ୍ତି ।

Sports fraternity expresses grief
ସୌଜନ୍ୟ: ସୋସିଆଲ ମିଡିଆ
Sports fraternity expresses grief
ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଖାଲି କ୍ରୀଡାଜଗତ ନୁହେଁ ବିଶ୍ବର ପ୍ରତିଷ୍ଠିତ ରାଜନେତା, କଳାକାର ମଧ୍ୟ ସମବେଦନା ଜଣାଇଛନ୍ତି । ପୂର୍ବତନ ଆମେରିକା ସଭାପତି ବାରାକ ଓବାମା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Sports fraternity expresses grief
ସୌଜନ୍ୟ: ସୋସିଆଲ ମିଡିଆ
କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ଅଭିଷେକ ବଚ୍ଚନ, ଅର୍ଜୁନ କାପୁର, ଲାରା ଭୁପତିଙ୍କ ସହ ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏହି ଖବରରେ ମର୍ମାହତ ହୋଇଛନ୍ତି ।

Intro:Body:

BLANK

Conclusion:
Last Updated : Jan 27, 2020, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.