ETV Bharat / sports

Tokyo Olympics: ରୌପ୍ୟ ଜିତିଲେ କୁସ୍ତିଯୋଦ୍ଧା ରବି, PM-CMଙ୍କ ଶୁଭେଚ୍ଛା - ravi dahiya news

କୁସ୍ତିରେ ୫୭ କିଲୋଗ୍ରାମ ବର୍ଗରେ ରବି କୁମାର ଦହିୟାଙ୍କ ଫାଇନାଲ ମ୍ୟାଚରେ ୪-୭ରେ ପରାସ୍ତ ହେବା ସହ ରୌପ୍ୟ ବିଜେତା ହୋଇଛନ୍ତି । ଅଧିକ ପଢନ୍ତୁ...

ଅଲମ୍ପିକ ସ୍ବର୍ଣ୍ଣ ପାଇଁ କୁସ୍ତି ଲଢିବେ ରବି କୁମାର

author img

By

Published : Aug 5, 2021, 4:37 PM IST

Updated : Aug 5, 2021, 5:03 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକରେ ଭାରତକୁ ଆଉ ଏକ ପଦକ । ପୂର୍ବରୁ ଗୋଟିଏ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଜିତିସାରିଥିବା ଭାରତକୁ ଆଉ ଏକ ରୌପ୍ୟ ପଦକ ଭେଟି ଦେଇଛନ୍ତି କୁସ୍ତିଯୋଦ୍ଧା ରବି କୁମାର । କୁସ୍ତିରେ ୫୭ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ମ୍ୟାଚରେ ରବି, ୨ଥର ବିଶ୍ବ ଚମ୍ପିଆନ ରୁଷର ଜାବୁର ୟୁଗୁଏବଙ୍କ ଠାରୁ ୪-୭ରେ ପରାଜୟ ମିଳିଛି । ଫଳରେ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ରବି ।

ଫଳରେ ସୁଶୀଲ କୁମାରଙ୍କ ପରେ ଦ୍ବିତୀୟ ଭାରତୀୟ କୁସ୍ତିଯୋଦ୍ଧା ଭାବେ ରୌପ୍ୟ ପଦକ ବିଜେତା ହୋଇଛନ୍ତି ରବିକୁମାର । ୨୦୧୨ ଲଣ୍ଡନ ଅଲମ୍ପିକ୍‌ରେ ସୁଶୀଲ କୁମାର ରୌପ୍ୟ ପଦକ ଜିତିଥିଲେ ।

ପୂର୍ବରୁ ସେମିଫାଇନାଲରେ କାଜାଖିସ୍ତାନର ସନାୟେବ ନୁରିସ୍ଲାମଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ରବି । ନୁରିସ୍ଲାମଙ୍କୁ ମ୍ୟାଚରୁ ବାହାର କରିବା ପରେ ରବିଙ୍କୁ ବିଜେତା ଘୋଷିତ କରାଯାଇଥିଲା ।

ରବି ଓ ୟୁଗୁଏବ ଉଭୟ ବର୍ତ୍ତମାନ ଭଲ ଫର୍ମାରେ ରହିଥିଲେ । ଉଭୟ ଏହା ପୂର୍ବରୁ ୨୦୧୯ ବିଶ୍ବ ଚମ୍ପିଆନସିପରେ ସାମ୍ନସାମ୍ନି ହୋଇଥିଲେ ଓ ରବି କୁମାର ପରାସ୍ତ ହୋଇଥିଲେ ।

  • India is proud of Ravi Dahiya for winning the wrestling Silver at #Tokyo2020. You came back into bouts from very difficult situations and won them. Like a true champion, you demonstrated your inner strength too. Congratulations for the exemplary wins & bringing glory to India.

    — President of India (@rashtrapatibhvn) August 5, 2021 " class="align-text-top noRightClick twitterSection" data=" ">

ଏହି ବିଜୟପରେ ଚଳିତ ଟୋକିଓ ଅଲମ୍ପିକ୍‌ରେ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି । ଭାରତକୁ କୁସ୍ତିରେ ଐତିହାସିକ ରୌପ୍ୟ ପଦକ ଦେଇଥିବା ରବିକୁମାର ଦହିୟାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେଁ ଅଭିନନ୍ଦନ ଜଣାଇଛନ୍ତି ।

  • Ravi Kumar Dahiya is a remarkable wrestler! His fighting spirit and tenacity are outstanding. Congratulations to him for winning the Silver Medal at #Tokyo2020. India takes great pride in his accomplishments.

    — Narendra Modi (@narendramodi) August 5, 2021 " class="align-text-top noRightClick twitterSection" data=" ">
  • Congratulations wrestler #RaviKumarDahiya on clinching Silver medal in Men's Freestyle 57kg at #Tokyo2020. Your gritty fight will continue to inspire sportspersons across the country. Wish you all the best for future. #Cheer4India

    — Naveen Patnaik (@Naveen_Odisha) August 5, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 5, 2021, 5:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.