ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ବିଶେଷ କରି ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା ଦେଖିବାକୁ ମିଳିଛି । ଭାରୋତ୍ତୋଳିକା ପୂର୍ଣ୍ଣିମା ପାଣ୍ଡେ ପୋଡିୟମ ଫିନିଶ କରିବାରେ ସଫଳ ହୋଇଛନ୍ତି । ମହିଳା 87 କିଲୋ ଭାରରେ ପୂର୍ଣ୍ଣିମା ମୋଟ 228 କିଲୋ ଉଠାଇ ଷଷ୍ଠ ସ୍ଥାନରେ ରହିଛନ୍ତି ।
-
#Weightlifting Update
— SAI Media (@Media_SAI) August 3, 2022 " class="align-text-top noRightClick twitterSection" data="
India's Purnima Pandey finished 6th in Women's 87+kg with a total lift of 228kg
Snatch - 103Kg (PB)
Clean & Jerk - 125Kg
Good effort 👏👏#India4CWG2022 pic.twitter.com/SZ12VDJrYf
">#Weightlifting Update
— SAI Media (@Media_SAI) August 3, 2022

Good effort 👏👏#India4CWG2022 pic.twitter.com/SZ12VDJrYf#Weightlifting Update

ସେ ସ୍ନାଚରେ 103 କିଗ୍ରା ଏବଂ କ୍ଲିନ ଆଣ୍ଡ ଜର୍କରେ 125 କିଲୋ ଉଠାଇବାରେ ସଫଳ ହୋଇଛନ୍ତି । କ୍ଲିନ ଆଣ୍ଡ ଜର୍କରେ ସେ ପ୍ରଥମ ପ୍ରୟାସରେ 125 କିଲୋ ଉଠାଇଥିଲେ । 2ୟ ଓ 3ୟ ପ୍ରୟାସରେ 133 କିଗ୍ରା ଉଠାଇ ପାରି ନଥିଲେ। ଇଂଲଣ୍ଡର ଏମିଲି କେମ୍ପବେଲ 286 କିଗ୍ରା ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଷ୍ଟୋବର୍ସ କୁଲ 286 ଭାର ଉଠାଇ ରୌପ୍ୟ ଓ ଅଷ୍ଟ୍ରେଲିଆର କେରିସ୍ମା ଅମୋଏ କାଂସ୍ୟ ପଦକ ଜିତିଛନ୍ତି ।
ଏହା ବି ପଢନ୍ତୁ...CWG 2022: 100 ରନରେ ହାରିଲା ବାର୍ବାଡସ୍, ସେମିଫାଇନାଲରେ ଭାରତ
ପ୍ରକାଶ ଥାଉ କି, ବର୍ତ୍ତମାନ ଭାରତ ପାଖରେ ମୋଟ 18ଟି ପଦକ ରହିଛି । କେବଳ ଭାରୋତ୍ତୋଳନରେ 9ଟି ପଦକ ରହିଛି ସେଥିରୁ 3ଟି ସ୍ବର୍ଣ୍ଣ ପଦକ ରହିଛି । ପଦକ ତାଲିକା ଆଧାରରେ ଟେବୁଲରେ ଭାରତ ସପ୍ତମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ଆଗରେ ରହିଛି ।