ETV Bharat / sports

ନୀରଜଙ୍କ ନାଁରେ ନାମିତ ହେବ ପୁନେର ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟରେ ଥିବା ଷ୍ଟାଡିୟମ

author img

By

Published : Aug 21, 2021, 3:01 PM IST

ନୀରଜ ଚୋପ୍ରାଙ୍କ ନାଁରେ ନାମିତ ହେବ ପୁନେର ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ପରିସରରେ ଥିବା ଷ୍ଟାଡିୟମ । ଅଧିକ ପଢନ୍ତୁ...

ନିରଜଙ୍କ ନାଁରେ ନାମିତ ହେବ ପୁନେର ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟରେ ଥିବା ଷ୍ଟାଡିୟମ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ନାଁରେ ନାମିତ ହେବ ପୁନେର ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ ପରିସରରେ ଥିବା ଷ୍ଟାଡିୟମ । ଏହି ଷ୍ଟାଡିୟମର ନାମ ନୀରଜ ଚୋପ୍ରା ଆର୍ମି ସ୍ପୋଡ୍ସ ଷ୍ଟାଡିୟମ ରଖାଯିବ । ଏନେଇ ଆସନ୍ତା ୨୩ ତାରିଖରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ବାରା ଏକ ସମାରୋହ ହେବ । ଏହି ସମାରୋହରେ ରାଜନାଥଙ୍କ ସହ ଆର୍ମି ଚିଫ ଜେନେରାଲ ଏମଏମ ନରଓ୍ବାଣେ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜେଏସ ନେନ ଯୋଗ ଦେବେ ।

ଏହି ଗସ୍ତ ସମୟରେ ସେ ଅନ୍ୟ ୧୬ ଅଲମ୍ପିଆନକୁ ନେଇ ଷ୍ଟାଡିୟମର ନାମକରଣ ସମାରୋହରେ ଯୋଗ ଦେବେ । ଏଥି ସହ ସୈନିକ ଓ କ୍ରୀଡାବିତଙ୍କୁ ସମ୍ବୋଧନ କରିବେ । ତେବେ ଗତ ସପ୍ତାହରେ ନୀରଜ ଜ୍ବରରେ ପୀଡିତ ହେବା ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.