ETV Bharat / sports

ଜାତୀୟ କୁସ୍ତି ପ୍ରତିଯୋଗୀତା: ଟିମ ଓଡିଶା ଚୟନ ପ୍ରକ୍ରିୟା ଆରମ୍ଭ

ଜାତୀୟ ସ୍ତରୀୟ ମ୍ୟାଚ ପାଇଁ ଓଡିଶା ଜୁନିୟର ଓ ସବ୍‌-ଜୁନିୟର କୁସ୍ତି ଟିମର ଚୟନ ପ୍ରକ୍ରିୟା ଅନୁଷ୍ଠିତ । ଅଧିକ ପଢନ୍ତୁ...

author img

By

Published : Mar 15, 2021, 9:11 PM IST

odisha team selection for wrestling National championship
ଜାତୀୟ କୁସ୍ତି ପ୍ରତିଯୋଗୀତା: ଟିମ ଓଡିଶା ଚୟନ ପ୍ରକ୍ରିୟା ଆରମ୍ଭ

କଟକ: ଜାତୀୟସ୍ତରୀୟ ମ୍ୟାଚ ପାଇଁ ଓଡିଶା କୁସ୍ତି ସଂଘର କସରତ । ପ୍ରାୟ 6ରୁ ଊର୍ଦ୍ଧ୍ବ ଜିଲ୍ଲାରୁ ସୋମବାର 50 ପ୍ରତିଯୋଗୀଙ୍କୁ ନେଇ ଏକ ଅଭ୍ୟାସ ମ୍ୟାଚ ଆୟୋଜନ କରିଥଲା ସଂଘ ।

ଆଗାମୀ ଦିନରେ ନୋଏଡାରେ ହେବାକୁ ଥିବା ଜାତୀୟ ସ୍ତରୀୟ ମ୍ୟାଚ ପାଇଁ ଓଡିଶା ଜୁନିୟର ଓ ସବ୍‌-ଜୁନିୟର କୁସ୍ତି ଟିମର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି ।

ତୃଣମୂଳ ସ୍ତରରେ କୁସ୍ତିର ବିକାଶ ଦିଗରେ ଫୋକସ ଦିଆଯାଉଥିବା କହିଛନ୍ତି ରାଜ୍ୟ କୁସ୍ତି ସଂଘ ସମ୍ପାଦକ କିଶୋର ବେହେରା । ଜୁନିୟର ଖେଳାଳିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦ୍ବାରା ଦକ୍ଷ କରିବା ଯୋଜନା ରହିଛି । ଫଳରେ ଭବିଷ୍ୟତରେ ସେମାନେ ଓଡିଶା ପାଇଁ ଗର୍ବ ହୋଇପାରିବେ କହିଛନ୍ତି କିଶୋର । ଆଗାମୀ ଜାତୀୟ ସ୍ତରୀୟ ମ୍ୟାଚ ପାଇଁ ଓଡିଶା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.