ETV Bharat / sports

FIH Hockey Pro League: ବେଲଜିୟମ-ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ, ଓଡିଆ ଖେଳାଳି ଅମିତ ହକି ଟିମ୍ କ୍ୟାପ୍ଟେନ

author img

By

Published : May 19, 2022, 7:19 PM IST

ଭାରତୀୟ ହକି ଟିମର ଅଧିନାୟକ ଭାର ତୁଲାଇବେ ଓଡିଆ ଖେଳାଳି । ଓଡିଶା ହକି ଖେଳାଳି ଅମିତ ରୋହିଦାସଙ୍କୁ ମିଳିଲା ଦାୟିତ୍ବ । ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ଅଧିନାୟକ ରହିବେ ରୋହିଦାସ । ଅଧିକ ପଢନ୍ତୁ

FIH Hockey Pro League: ଓଡିଆ ଖେଳାଳି ଅମିତ ରୋହିଦାସ ହକି ଟିମ୍ କ୍ୟାପ୍ଟେନ

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ଅଧିନାୟକ ଭାର ତୁଲାଇବେ ଓଡିଆ ଖେଳାଳି । ଓଡିଶା ହକି ଖେଳାଳି ଅମିତ ରୋହିଦାସଙ୍କୁ ଭାରତୀୟ ହକି ମହାସଂଘ ପକ୍ଷରୁ ଏହି ନିଯୁକ୍ତି ମିଳିଛି । ଆସନ୍ତା FIH ପ୍ରୋ ଲିଗ ମ୍ୟାଚ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ଅଧିନାୟକ ରହିବେ ରୋହିଦାସ । ଏହାସହିତ ଅମିତଙ୍କ ନେତୃତ୍ୱରେ 20 ଜଣିଆ ଦଳ ଘୋଷଣା ହୋଇଥିବା ବେଳେ ହରମନପ୍ରିତ ସିଂଙ୍କୁ ଉପଅଧିନିୟକ ଦାୟିତ୍ୱ ମିଳିଛି ।

ହକି ଇଣ୍ଡିଆ ଆଜି (ଗୁରୁବାର) FIH ହକି ପ୍ରୋ ଲିଗ 2021-22 (FIH Hockey Pro League 2021-22) ସିଜନ ପାଇଁ 20 ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି । ବର୍ତ୍ତମାନର ଟେବୁଲ ଟପ୍ପର୍ସ ଭାରତୀୟ ଟିମ୍ ଜୁନ୍ 11 ଏବଂ 12ରେ ବେଲିଜିୟମକୁ ଭେଟିବ । ଏହାପରେ ଜୁନ 18 ଏବଂ 19 ରେ ନେଦରଲ୍ୟାଣ୍ଡକୁ ଭେଟିବ । ଏଥିପାଇଁ ଅଧିନାୟକ ଭାବେ ଅମିତ ରୋହିଦାସଙ୍କୁ ନିଯୁକ୍ତି ମିଳି ଥିବାବେଳେ ଉପଅଧିନାୟକ ଭାବେ ହରମନପ୍ରିତ ସିଂଙ୍କୁ ଦାୟିତ୍ବ ଦିଆଯାଇଛି ।

20 ସଦସ୍ୟ ସ୍ବାର୍ଡ:-

ସୁରଜ କାର୍କେରା(ଗୋଲକିପର), ଶ୍ରୀଜେଶ ପର୍ତ୍ତୁ, ରବିନ୍ଦ୍ରନ, ସୁରେନ୍ଦ୍ର କୁମାର, ହରମନପ୍ରିତ ସିଂ, ବରୁଣ କୁମାର, ଅମିତ ରୋହିଦାସ, ଜୁଗର୍ସ ସିଂ ଏବଂ ଜରମନପ୍ରିତ ସିଂ

ସେହିପରି ମିଡଫିଲ୍ଡ ଖେଳାଳି ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ଶାମଶେର ସିଂ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂ, ଏବଂ ନିଳକାନ୍ତ ଶର୍ମା ଫୋରୱାର୍ଡ ଲାଇନ ଗୁରଜାନ୍ତ ସିଂ, ମନଦୀପ ସିଂ, ଶିଲାନ୍ଦ ଲାକ୍ରା, ସୁଖଜିତ ସିଂ, ଲଲିତ କୁମାର ଉପାଧ୍ୟାୟ ଏବଂ ଅଭିଷେକ

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.